September 28, 2023

Times One Odia

Odia News Portal

ଦ୍ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ ଅଫିସ ମୁଖ୍ୟ କିରାଣୀ

ଫୁଲବାଣୀ(ସୁନୀଲ ପଟନାୟକ/ପ୍ରମୋଦ ଦଣ୍ଡସେନା): ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ,ରିହାବିଲି 6ଟସନ ସ୍କିମରେ ଚାକିରୀ କରାଇଦେବାକୁ ବି ଇଓ ଅଫିସର ମୁଖ୍ୟ କିରାଣୀ ଚିତ୍ତରଂଜନ ସିଂହ ଗଞାମ ଜିଲ୍ଲା କୁରୁ ଲାଗ୍ରାମ ର ଶିବଶଙ୍କର ପଟନାୟକଙ୍କ ଠାରୁ ନେଉଥିଲେ ଲାଞ୍ଚ।

ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଫିସର ଏହି ଚଢ଼ାଉ କରିଥିଲେ। ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ଟଙ୍କା ସିଂଙ୍କ ନିକଟରୁ ଜବତ କରିବା ସହ ଅଭିଯୁକ୍ତ ଚିତ୍ତରଂଜନଙ୍କୁ ବରଫ କରି ଘଟଣାର ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *