ଭିଜିଲାନ୍ସ ଜାଲରେ କାର୍ଯ୍ୟରତ କର୍ମଚାରୀ

ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ): ଆୟ ବର୍ହିଂଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଏନଏମଆର ଭାବେ କାର୍ଯ୍ୟରତ କର୍ମଚାରୀ ପ୍ରଶାନ୍ତ କୁମାର ନାୟକ ଭିଜିଲାନ୍ସ ଜାଲରେ ।ଆଜି ସକାଳୁ ଭିଜିଲାନ୍ସର ୧୨ଜଣିଆ ଟିମ୍ ଏକ କାଳୀନ ଭାବରେ ବ୍ରହ୍ମପୁର ଆସିକା ରୋଡରେ ନିଜ ବାସ ଭବନ , , ବ୍ୟାଙ୍କ୍ କଲୋନୀ ୮ମ ଲାଇନ୍ ରେ ୩କୋଠା ଘର , ଦୁଇଟି ଗୋଦାମ ଭଳି ୫ ସ୍ଥାନରେ ଏକାକାଳୀନ ଚଢାଉ ଜାରୀ ରଖିଛି ବ୍ରହ୍ମପୁର ଭିଜିଲାନ୍ସ । ସୂଚନା ପ୍ରକାଶ ଥାଉ କି ଆସିକା ରୋଡ଼ ଠାରେ ରହୁଥିବା ପ୍ରଶାନ୍ତ କୁମାର ନାୟକଙ୍କ ଘରୁ ନଗଦ ୧୮ଲକ୍ଷ ୫ ହଜାର ଦଶ ଟଙ୍କା ସହ ପୁଳା ପୁଳା ସୁନା ଏବଂ ପୁଲପୁଳା ସୁନା ସହ , ବୀମା କାଗଜପତ୍ର ଏବଂ ବ୍ୟାଙ୍କ୍ ପାସ୍ ବୁକ୍।