ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଯାଇଥାନ୍ତା ଜୀବନ

କାକଟପୁର(ଅଲେଖ ବିଶ୍ୱାଳ): କାକଟପୁର ପୂର୍ତ୍ତ ବିଭାଗ ଠିକାଦାରଙ୍କ ଖାମଖିଆଲ ମନୋଭାବ ନେଇ ଯାଇଥାନ୍ତା କାକଟପୁର ବେଲବାରୀ ଗ୍ରାମର ପୁଷ୍ଠରାଜ ସ୍ୱାଇଁଙ୍କ ଜୀବନ। ସଂନ୍ଧ୍ୟା ସମୟରେ ନିଜ ଶଶୁରଙ୍କ ଘରକୁ ଯିବା ସମୟରେ କୁହୁଡି ପଛରେ କାକଟପୁର ମୁଖ୍ୟ ରାସ୍ତା ନିର୍ମାଣ ଚାଲୁଥିବାରୁ ରାସ୍ତାକୁ ଖୋଳି ଦେଇଥିଲା। ଠିକାଦାର କିଛି ସୂଚନା ଫଳକ ସେଠାରେ ନ ଥିବାରୁ ଦୁର୍ଘଟଣା ଶିକାର ହୋଇଥିଲେ ପୁଷ୍ପ। ସ୍ଥାନୀୟ ଲୋକମାନେ ଉଦ୍ଧାର କରି କାକଟପୁର ତା ପରେ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସ ହେଉଥିବା ବେଳେ ପରିବାର ପକ୍ଷରୁ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।