ବିଶ୍ୱ ସ୍ୱଚ୍ଛତା ଦିବସ ପାଳିତ
1 min read
ବିଷମକଟକ(କମଳାକାନ୍ତ ବାତ୍ରା): ରାୟଗଡା ଜିଲ୍ଳା ବିଷମକଟକ ବ୍ଳକର ଡାଲିଆକୁଜି ଗ୍ରାମ ପଞ୍ଚାୟତ ସମସ୍ତ ଗାଁର ଶତାଧିକକର୍ମୀ ମାନେ ଆଜି ବିଶ୍ବ ସ୍ୱଛତା ଦିବସ ପାଳନ କରିଛନ୍ତି l ଗାଁ ମୁଣ୍ଡ ରାସ୍ତା ରେ ପଡିଥିବା ଓ ରାସ୍ତାରେ ପଡିଥିବା ଅଳିଆ ଆବର୍ଜନା ସଫାକରି,ଗାଁ ଚାରିପାଖରେ ପଡିରହିଥିବା ଅଳିଆ ଓ ବୋରୀଙ୍ଗ ଡ୍ରେନ ର କାଦୁଅ ବି ସଫାକରି କରିଛନ୍ତି l ଏସଏଚଜି କର୍ମୀଙ୍କ ଏହି ମହତ କାର୍ଯ୍ୟକୁ ଜନସାଧାରଣ ପ୍ରଂଶସା କରିଛନ୍ତି l