ନୂଆବର୍ଷ ପାଇଁ ଗୀତ ଗାଇଲେ ସୁର ରାଉତରାୟ

କଟକ: କଟକରେ ସୁର ରାଉତରାୟ ନୁଆ ବର୍ଷ ପାଇଁ ଗାଇଲେ ଗୀତ। ଏହି ଗୀତରେ ନିଶା ନିବାରଣ ନେଇ ସଚେତନତା ବାର୍ତ୍ତା ରହିଛି ବୋଲି କହିଛନ୍ତି ଗୀତିକାର ଓ ସଂଗୀତ ନିର୍ଦେଶକ। ତେବେ ସୁର ପୁର୍ବରୁ ରଙ୍ଗ ବତୀ ଗୀତ ଗାଇଥିଲେ। ଯାହାକୁ ସୋସିଆଲ ମିଡିଆରେ ଲୋକେ ବେଶ ଲାଇକ୍ କରିଥିଲେ। ଏବେ ଏହା ପୁଣି ସୁରଙ୍କ କଣ୍ଠରେ ଦ୍ବିତୀୟ ଗୀତ। ଏଥିରେ ସୁର ରାପ୍ କରିଛନ୍ତି। ଗୀତଟି ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ବୋଲି ସଂଗୀତ ନିର୍ଦେଶକ କହିଛନ୍ତି