September 28, 2023

Times One Odia

Odia News Portal

ଶିଳାନ୍ୟାସ ଓ ଉଦଘାଟନ କଲେ ମନ୍ତ୍ରୀ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ):କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ କଳିଙ୍ଗ ଯୁବ ପରିଷଦ ନୂତନ ଗୃହ ଓ ୟୁନିୟନ ବ୍ୟାଙ୍କ ସେବାକେନ୍ଦ୍ର ଉଦଘାଟନ ସହିତ ତରତ ହାଣ୍ଡିଭଙ୍ଗା ଠାରେ ଆଦର୍ଶ ବିଦ୍ୟାଳୟ ର ଶିଳାନ୍ୟାସ କରିଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା। ଅନ୍ୟମାନଙ୍କ ସହ ସମ୍ମାନିତ ଅତିଥି ଭାବେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧକ୍ଷା ସବିତା ଓଝା, ଯୁବ ବିଜେଡି ନେତା ଅଶୋକ କୁମାର ଓଝା, ଯୁବ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲାପରିଷଦ ସଭ୍ୟା ସବିତା ସାମଲ, ୟୁନିୟନ ବ୍ୟାଙ୍କ ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ପଣ୍ଡା ଓ ଯୁବନେତା ଗିରିଶ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *