ଫୁଲବାଣୀରେ ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫୁଲବାଣୀର ରିଜର୍ଭ ପଡ଼ିଆ ଠାରେ ୫୮ ତମ ଗୃହ ରକ୍ଷୀ ଦିବସ ପାଳିତ ହୋଇଥିଲା। ଏଥିରେ ଅତିରିକ୍ତ ଏସ.ପି ବିପିନ ବିହାରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୃହରକ୍ଷୀ ମାନଙ୍କୁ ନିଷ୍ଠା ଓ ଆନ୍ତରୀକତା ର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ ।
ସେହିପରି ଆର୍ ଆଇ ଧମେନ୍ଦ୍ର ପ୍ରଧାନ ଓ ବହୁ ବରୀଷ୍ଠ ପୋଲିସ ଅଧିକାରୀ ଯୋଗଦେଇ ଗୃହରକ୍ଷୀ ମାନେ ହିଁ ବିଭିନ୍ନ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦିନ ର। ତି କାର୍ଯ୍ୟ କରିଥାନ୍ତି । ସେମାନଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶସାଂକରିଥିଲେ।