September 28, 2023

Times One Odia

Odia News Portal

ଭୁବନେଶ୍ୱର: ଆଜିଠୁ ଆରମ୍ଭ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କରୋନା କଟକଣା ମଧ୍ୟରେ ଏହି ପରୀକ୍ଷା ହୋଇଛି। ଜେଇଇ ମେନ୍ ଢାଞ୍ଚାରେ ହେବ ଓଜେଇଇ। ଆଜିଠାରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଓଜେଇଇ। ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ଓଜେଇଇ ଦେବେ ୮୦ହଜାରରୁ ଅଧିକ ପରୀକ୍ଷାର୍ଥୀ। ପରୀକ୍ଷା ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧ଟା, ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଓ ୩ୟ ସିଟିଂ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ।

Leave a Reply

Your email address will not be published. Required fields are marked *