September 26, 2023

Times One Odia

Odia News Portal

ଅଜଣା ରୋଗରେ ୧୩ ବର୍ଷର ରାହୁଲ: ବଢୁଛି ପେଟ, ସରକାରୀ ସହାୟତା ଅପେକ୍ଷାରେ ପରିବାର ଲୋକେ

1 min read

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଅଜଣା ରୋଗରେ ଆକ୍ରାନ୍ତ ୧୩ ବର୍ଷର ବାଳକର ଅସ୍ଵାଭାବିକଭାବେ ବଢୁଛି ପେଟ। ଅର୍ଥ ଅଭାବରୁ ହୋଇପାରୁନି ପୁଅ ର ଚିକିତ୍ସା I ସରକାରୀ ସହାୟତାକୁ ଅନାଇ ରହିଛନ୍ତି ପରିବାର ଲୋକେ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ଜକି କିଆ ଗ୍ରାମର ରାହୁଲ ମଲ୍ଲିକ।

ମାତ୍ର ୧୩ ବର୍ଷର ବୟସରେ ଅଜଣା ରୋଗରେ ଆକ୍ରାନ୍ତ ହୋଇଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଆଉ ଅସ୍ଵାଦ୍ଭାବିକ ଭାବରେ ରାହୁଲର ପେଟ ବଢିବା ଫଳରେ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ l ହେଲେ ଭଲ ହେଲା ନି ରାହୁଲ। ବଡ ଡାକ୍ତରଖାନାକୁ ନେବାକୁ ପାଖରେ ପଇସାଟିଏ ନାହିଁ। ପେଟ ବଢିବା ଯୋଗୁଁ ରାହୁଲ ସ୍କୁଲ ଯାଉନି । କି ସାଙ୍ଗସାଥିସହ ଆଗ ପରି ଖେଳିବାକୁ ଯାଉନି । ଘରେ ମନ ମାରି ବସିରହିଛି।
ରାହୁଲର ବାପା ଏକ ଅଜଣା ଗାଡି ଧକ୍କାରେ ମୃତୁବରଣ କରିଥବା ବେଳେ ବିଧବା

Leave a Reply

Your email address will not be published. Required fields are marked *