September 28, 2023

Times One Odia

Odia News Portal

ରୋଗୀଙ୍କୁ ମାଗଣା ଔଷଧ ମିଳୁନି ହେଲେ: ହେଲେ ଏଠି ଔଷଧ ବାହାରେ ଫୋପାଡୁଛନ୍ତି

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସରକାର ଗ୍ରାମାଞ୍ଚଳର ଗରୀବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବା ଲାଗି ନିରାମୟ ଯୋଜନାରେ ମାଗଣାରେ ଔଷଧ ପତ୍ର ଯୋଗାଇ ଦେଉଛନ୍ତି। ହେଲେ ଏସବୁ ଔଷଧପତ୍ର ଗରୀବ ରୋଗୀଙ୍କୁ ନ ଦେଇ । ଶେଷରେ ଏକ ସପାଇରି ନା ରେ ଲକ୍ଷଲକ୍ଷ ଟଙ୍କା ମୁଲ୍ୟ ରଔଷଧପତ୍ର ଫୋପାଡୁଛୁନ୍ତି। ଯାହା କି ଫିରିଙ୍ଗିଆ ମେଡିକାଲରେ 6 ଦଖିବାକୁ ମିଳିଛି। ଫଳରେ ଏହାକୁ ନେଇ ଫିରିଙ୍ଗିଆ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଗତକାଲି ଫିରିଙ୍ଗିଆ ଡାକ୍ତରଖାନା ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାହିଁକି କେଉଁ ପରିସ୍ଥିତିରେ କଣ ପାଇଁ ବିପୁଳ ପରିମାଣର ଔଷଧପତ୍ର ପୋପଡାଗଲା ତାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *