ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ ପୁଣି ବାଘ ଛାଲ ଜବତ ହୋଇଛି। ବନ ବିଭାଗ ଜଣେ ଯୁବକକୁ ଅଟକ ରଖିଛି। ଯୁବକର ନାମ ଅର୍ଜୁନ ଗୁଣ୍ଡା। ତାଙ୍କର ଓଡ଼ିଶା ବାହାରେ ଲିଙ୍କ୍ ଥିବା ସନ୍ଦେହ ନେଇ ତଦନ୍ତ ଚାଲିଛି। ଫୁଲବାଣୀ ବନାଞ୍ଛଳ ଅଧିକାରୀ ସଚ୍ଚିଦାନନ୍ଦ ସେଠୀ କହିଛନ୍ତି ସବିଶେଷ ତଥ୍ୟ ପରେ ପ୍ରଦାନ କରାଯିବ।