September 21, 2023

Times One Odia

Odia News Portal

ଭଙ୍ଗା କୁଡିଆରେ ବିତୁଛି ଜୀବନ

1 min read

ବୋଡେନ(ଜଗତ ରାମ ଦଣ୍ଡସେନା): ଭଙ୍ଗା କୁଡ଼ିଆ ରେ ବିତୁଛି 10ପରିବାର ର ଜୀବନ l ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା gp ର ଅମେରା ଗ୍ରାମର ହରିଶଙ୍କର ତାଣ୍ଡି ଙ୍କର ଦଶ ପରିବାର କୋଡିଏ ବର୍ଷ ହେବ ଏକ ଭଙ୍ଗା କୁଡ଼ିଆରେ ଜୀବନ ବିତୁଛି l ସରକାର ଗରୀବ ଲୋକଙ୍କର ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନି ହରିଶଙ୍କର, ପଂଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଘର ଖଣ୍ଡେ ପାଇଁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନି, ପୁଅ ବୋହୁ, ନାତି ନାତୁଣୀ ଧରି ବହୁକଷ୍ଟରେ କାଳ କାଟୁଛନ୍ତି, ଏଣୁ ବିଭାଗୀୟ ଅଧିକାରୀ ଏଥିରେ ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ଦେବାକୁ ଗ୍ରାମବାସୀ ତରଫରୁ ଦାବି ହେଊଛି l

Leave a Reply

Your email address will not be published. Required fields are marked *