September 21, 2023

Times One Odia

Odia News Portal

ଧୁମଧାମରେ ପାଳନ ହେଲା ଯୀଶୁଙ୍କ ଜନ୍ମ ଦିବସ

1 min read

ବିଷମ କଟକ(କମଳାକାନ୍ତ ବାତ୍ରା): ରାୟଗଡା ଜିଲ୍ଳା ବିଷମକଟକ ବ୍ଳକର ଚର୍ଚର ପାଷ୍ଟର ତଥା Christian ସମ୍ପ୍ରଦାୟର ଲୋକ ମାନେ 2019 ମସିହା ରେ christmas day ଦୁମ ଧାମ ରେ ପାଳନ କରିଥିଲେ | କିନ୍ତୁ 2020 ମସିହାରେ ଯିଶୁ ଙ୍କ ଜନ୍ମ ଦିବସ ବା Chrismas day ଫିକା ପଡି ଯାଇଛି | ପ୍ରାୟ Christian ଚର୍ଚ ମାନେ christmas day ରେ ମଧ୍ୟ ବନ୍ଦ ରହିଛି | କବାଟ ଝରକା ବି ଖୋଲିନି ବନ୍ଦ ରହିଛି |

ଯେଉଁ ପାଳକ , ବା Paster ମାନଙ୍କ ଉଭୟ ଘର ଆଉ ଚର୍ଚ ମିଶିକି ଅଛି ସେମାନେ ଚର୍ଚ ଖୋଲିଛନ୍ତି | ଆଉ ସେମାନେ ନିଜ ପରବାର ମଧ୍ୟ ରେ ପ୍ରଭୂ ଯିଶୁଙ୍କ ଜନ୍ମ ଦିବସ ପାଳନ କରୁଛନ୍ତି | କୈଣସି ତାଙ୍କର Christian ପରିବାରକୁ Invite କରିନାହାନ୍ତି |ଏହର କାରଣ ହେଉଛି କରୁଣା ମହାମାରି ର ଭୟରେ ପ୍ରତ୍ୟକ ଚର୍ଚ ଘର ବନ୍ଦ ପଡିଛି | Christian ଲୋକ ମାନେ ଯାର ଘରେ ସୀଏ Christmas ପାଳନ କରୁଛନ୍ତି |ଏଣୁ କରୁଣା ମହାମାରି ପାଇଁ ୨୦୨୦ Christmas day ଫିକା ପଡିଛି |ଏ ବିଷୟ କୁ ବିଷମକଟକ ରେ କାମ କରୁଥିବା ଝାଡଖଣ୍ଢ ର ଜଣେ Paster ର ମତାମତ ପ୍ରତିକ୍ରିୟା ରେ ଦିଆଗଲା |

Leave a Reply

Your email address will not be published. Required fields are marked *