September 21, 2023

Times One Odia

Odia News Portal

ଉମରକୋଟ(ରାଜେଶ ସୁନା): ଉମରକୋଟ ଅଞ୍ଚଳର କେନାଲସାହିରେ ଥିବା ରଞ୍ଜିତା ବାଲା କଂ ସ୍ୱ।ମୀ ପରମାନନ୍ଦ ବାଲା ଆଜକୁ ପ୍ରାୟ ତିନି ବର୍ଷ ହେବ ପାଗଳ ହୋଇ ପଡିରହିଛନ୍ତି। ପତ୍ନୀ ରଞ୍ଜିତା ବାଲା କହିବାନୁସାରେ ସ୍ୱାମୀଙ୍କ ମୁଣ୍ଡ କାମକରିନଥିଲା ସେ ଉମରକୋଟ ଡାକ୍ତର ଖାନାକୁ ନେବାପରେ ଡାକ୍ତର ଭଲହେବ ନାହିଁ ତାକୁଂ ବାହାର ଡାକ୍ତରଖାନାକୁ ନେବାକୁ ପଡିବ ଓ ଟକାଂ ଖର୍ଚ୍ଚ ହେବ ବୋଲି କହିବାରୁ ଫେରିଆସିଥିଲେ।ଟକାଂ ଅଭାବରୁ ସ୍ୱାମୀଙ୍କୁ ଭଲ କରିପାରିନାହାନ୍ତି। ସ୍ୱାମୀ ପାଗଳହୋଇ ଚାଲିଯାଉଛନ୍ତି ସେଥିପାଇଁ ଶିକୁଂଳିରେ ବାନ୍ଧି ରଖୁଛନ୍ତି ସେ ନିଜେ ବାରଘର କାମ କରି ପେଟ ପଶୁଛନ୍ତି ତାକଂର ଭତା ମଧ୍ୟ ହେଇପାରୁନାହିଁ। କି ମୁଣ୍ଡ ଗୁଞ୍ଜିବାପାଇଁ ଘରଟିଏ ନାହିଁ ବହୁ କଷ୍ଟରେ ଚଳୁଛନ୍ତି।

ସେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି କି ସରକାର ତାଙ୍କ ସ୍ୱାମୀ ଭଲହେବାପାଇଁ ସାହାର୍ଯ୍ୟ . ଭତା ଟକାଂ ଓ ଆବାସ ପାଇଁ ଗୁହାରୀ କରିଛନ୍ତି।
ଏନେଇ ଆମେ ପୌରପରିଷଦ କାର୍ଯ୍ୟ ନିର୍ଭାୟୀଯନ୍ତ୍ରୀ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ମାତ୍ର ସେ ଛୁଟି ରେ ଅଛନ୍ତି.

Leave a Reply

Your email address will not be published. Required fields are marked *