September 26, 2023

Times One Odia

Odia News Portal

ଷ୍ଟାଫ ନର୍ସ ମୃତ୍ୟୁ ମାମଲା: ସ୍ୱାମୀ ଗିରଫ

କନ୍ଧମାଳ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଷ୍ଟାଫ ନର୍ସ ମୃତ୍ୟୁ ଘଟଣାରେ ପୋଲିସ ମୃତକଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ମୃତ ମୌସୁମୀ ମିଶ୍ରଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ସ୍ୱାମୀ ରମାକାନ୍ତ ଦାସଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଷ୍ଟାଫ ନର୍ସ ମୌସୁମୀ ଗତ ୨୧ ତାରିଖରେ ଗୁରୁତର ଅବସ୍ଥାରେ ଡାକ୍ତରଖନାରେ ଭର୍ତି ହୋଇଥିଲେ।

Leave a Reply

Your email address will not be published. Required fields are marked *