କୋଭିଡ଼ ଯୋଦ୍ଧାଙ୍କୁ ୫୦ ଲକ୍ଷ ସହାୟତା ରାଶି ପ୍ରଦାନ

ଫୁଲବାଣୀ(ସୁନିଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କ ରୋନାରେ ମୃତ୍ୟୁ ବରଣ କରିଥିବା କୋଭିଡ଼ଯୋଦ୍ଧା ଶ୍ରୀଧର ସ୍ୱାଇଂ ଙ୍କ ବିଧବାପତ୍ନୀ ଶ୍ରୀମତି ଗାଏତ୍ରୀ ନା ଏକଙ୍କୁ ସିଏମଆର ଏଫ. ରୁ ୫୦ଲକ୍ଷ ଟଙ୍କା ର ଏକ ଚେକ୍ ପ୍ରଦାନ କରିଛନ୍ତି।। 6କାଭିଡ଼ଯୋଦ୍ଧା ଶ୍ରୀଧର ସ୍ୱାଇଂ ଫୁଲବାଣୀ ସ୍ଥିତ ମେଡିକାଲ ଏନ୍.ଏଚଏମରେ ଆଶା ମେନେଜର ଭାବେ ଦକ୍ଷତା ନିଷ୍ଠା ଓ ଆନ୍ତରୀକତା ର ସହିତ କୋରନା ମୁକାବିଲା ପାଇଁ ଅହରହ କାର୍ଯ୍ୟକରୁଥିଲେ। ହେଲେ ନିଜ କାର୍ଯ୍ୟରେ ଅବହେଳାନ କରି ସୁବାରୁ ରୁପେ କାର୍ଯ୍ୟ କରିବାବେଳେ କରେ। ନା ସଂକ୍ରମଣର ଶୀକାର ହୋଇ 6 ଶଷରେ ହାରିଯାଇଥିଲେ।
କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦ । ଡି ଏହାର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ସରକାରଙ୍କ ନିୟମାନୁଯାୟୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଆଜି କରେ । ନା ଯୋଦ୍ଧା ଶ୍ରୀଧରଙ୍କ ବିଧବାପତ୍ନୀ ଗାଏତ୍ରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରଦାନ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ବୃନ୍ଦାଡିଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଯଥାଶିଘ୍ର ମୃତକଙ୍କ ପତ୍ନୀଙ୍କୁ ସହାୟତା ଅର୍ଥ ପ୍ରଦାନ କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରଶସାଂକରାଯାଇଛି।