ନବୀନ@୭୫

ଭୁବନେଶ୍ବର: ଆଜି ହେଉଛି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ୭୪ ପୂରି ଆଜି ଠାରୁ ତାଙ୍କୁ ୭୫ ଚାଲିଲା। ନବୀନ ପଟ୍ଟନାୟକ ୧୯୪୬ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ରଖିଛନ୍ତି। ତେବେ କରୋନାକୁ ଦୃଷ୍ଟିରେ ରଖି ନିଜର ଜନ୍ମଦିନକୁ ପାଳନ କରିବେନି ନବୀନ ପଟ୍ଟନାୟକ। ନିଜର ଶୁଭେଚ୍ଛୁମାନଙ୍କୁ ସସେନବୀନ ନିବାସ ନନ ଆସିବାକ ଅନୁରୋଧ କରିଛନ୍ତି।