September 21, 2023

Times One Odia

Odia News Portal

ଆରମ୍ଭ ହୋଇଛି ଗିରିଗୋବର୍ଦ୍ଧନ ପୂଜା

ଭୁବନେଶ୍ୱର: ରଙ୍ଗମାଟିଆ ଉପର ସାହି ର ବୁଣାକାର ସଂଘ ପକ୍ଷରୁ ଆରମ୍ଭ ହୋଇଛି ଗିରି ଗୋବର୍ଧନ ପୂଜା। ୩ୟ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ନିରାଡ଼ମ୍ବର ଭାବେ 7ଦିନ ଧରି ଚାଲିବ ଗିରିଗୋବର୍ଧନ ହେଉଛନ୍ତି। ବୁଣାକାର ଜାତିର କୁଳ ଦେବତା। ପ୍ରତିବର୍ଷ ଦୀପାବଳି ପରଦିନ ଠାରୁ ଏହା ଜାକଜମକରେ ହୋଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ସାମାଜିକ ଦୂରତା ରଖି ପ୍ରଭୁଙ୍କ ପରମ୍ପରା ପାଳିତ ହୋଇଛି। ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସାତ ଦିନ ଧରି ଭାଗବତ ସପ୍ତାଙ୍ଗ ଚାଲୁରହିବ।

Leave a Reply

Your email address will not be published. Required fields are marked *