ଗଞ୍ଜେଇ ଜବତ: ୩ ଗିରଫ
1 min read
ଫୁଲବାଣୀ(ସୁନୀଲ ପଟନାୟକ): ଖଜୁରିପଡା ପୋଲିସ ଏକ ଅଲ୍ଟୋ ଗାଡି (OR,02AT5190)ରୁ୧୨କେ ଜି ଗଞ୍ଜେଇ ଜବତ, ଚାରି ଜଣ ଗିରଫ,ସନ୍ତୋଷ କୁମାର ରାଉତରାୟ, ସଞ୍ଜୟ କୁମାର ମହାରଣା, ଚିତ୍ତରଞ୍ଜନ ସାହୁ, ସୁଧାକର ମଙ୍ଗରାଜ ଏହି ମାନେ ସବୁ ଖୋର୍ଦ୍ଧା ଜିଲ୍ଲାର, ଫୁଲବାଣୀ ରୁ ଗଞ୍ଜେଇ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଖଜୁରିପଡା ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ ଗାଡିରୁ ୧୨କେଜି ଗଂଜେଇ ଜବତ କରି ଥିଲେ ଏବଂ ଏହି ଚାରି ଜଣ କୁ କୋର୍ଟ ଚାଲାଣ କରିଥିଲେ।