September 21, 2023

Times One Odia

Odia News Portal

ଖୁବଶୀଘ୍ର ଆମେରିକାରେ ଫାଇଜର ଟିକାକୁ ମିଳିବ ଅନୁମତି

କରୋନା ମୁକାବିଲା ପାଇଁ ବ୍ରିଟେନରେ ବ୍ୟବହାର ହୋଇଥିବା ଫାଇଜର ଆଣ୍ଡ ବାୟୋଟେକ୍ ର ଭାକସିନ୍ ନେଇ ବିଚାର କରୁଛି ଆମେରିକା । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ ଫାଇଜର ଟିକା ଉପରେ ଅନୁଧ୍ୟାନ କରିଛି । ଅନୁସନ୍ଧାନରେ ଏହି ଟିକାକୁ ନେଇ ସୁଫଳ ମିଳିଥିବା ରିପୋର୍ଟ ଆସିଛି । ତେଣୁ ଖୁବ୍ ଶୀଘ୍ର ଆମେରିକାରେ କରୋନା ମୁକାବିଲା ନେଇ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିପାରେ । ଗତକାଲି ବ୍ରିଟେନରେ ଜଣେ ୯୦ ବର୍ଷୀୟ ବୃଦ୍ଧାଙ୍କ ଠାରେ ଫାଇଜର ଟିକା ପ୍ରଥମ କରି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *