September 21, 2023

Times One Odia

Odia News Portal

କର୍ପୋରେଟ ହଟାଅ: କୃଷକ ବଞ୍ଚାଅ

କଳାହାଣ୍ଡି(ତୁଳମଣି ନାଗ): କେନ୍ଦ୍ର ସରକାର ଆଣିଥିବା ତିନି ଗୋଟି ଚାଷୀ ବିରୋଧି ଆଇନ କୁ ବିରୋଧ କରି ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ । ସର୍ବ ଭାରତୀୟ କୃଷକ ସଂଘର୍ଷ ସମିତି ଆହ୍ୱାନ ରେ
ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି କଳାହାଣ୍ଡି ଶାଖା ପକ୍ଷରୁ କଳାହାଣ୍ଡିର ଚାଷୀ ମାନେ ଉପସ୍ଥିତ ରହି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଞାମଧ୍ୟମଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ହୃଦୟ ବିଦାରକ ଚେତାବନୀ।

Leave a Reply

Your email address will not be published. Required fields are marked *