September 21, 2023

Times One Odia

Odia News Portal

ନିଯୁକ୍ତି ଦାବିରେ କୋଭିଡ ଯୋଦ୍ଧାଙ୍କ ଧାରଣା

1 min read

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ନିଯୁକ୍ତି ଦାବିରେ କୋଭିଡ ଯୋଦ୍ଧାଙ୍କ ଧାରଣା। ବ୍ରହ୍ମପୁର mkcg ମୁଖ୍ୟ ଫାଟକ ଆଗରେ ଜିଏନଏମ ଙ୍କ ଧାରଣା। ଦିର୍ଘ 9 ମାସ ଦିନ ରାତି କୋଭିଡ ସେବା ରେ ଜନସାଧାରଣ ଙ୍କୁ ସେବା ପ୍ରଦାନ କରୁଥିଲେ।କିନ୍ତୁ ବର୍ତ୍ତମାନ ସରକାର କଣ୍ଟ୍ରାଚୁଆଲ ବାହାର କରିଛନ୍ତି।ରାଜ୍ୟରେ 6432 ପୋଷ୍ଟ ବାହାର କରାଯାଇଛି।ସେଥି ମଧ୍ୟରୁ mkcg ପାଇଁ 244 ପୋଷ୍ଟ ବାହାରିଛି।କିନ୍ତୁ ବର୍ତ୍ତମାନ ସରକାର ଏଣ୍ଟ୍ରାନ୍ସ କରି ସିଲେକ୍ଟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରିଛନ୍ତି କୋଭିଡ ଯୋଦ୍ଧା ମାନେ।କାରଣ ଦୀର୍ଘ 9 ମାସ ସରକାର ଡେଲିଭେରୀ ବେସିସ ରେ କାର୍ୟ୍ଯ କରାଇଲେ।ଆମକୁ ନିଯୁକ୍ତି ନ ଦେଇ ସରକାର କାହିଁକି ପୁଣି ସିଲେକ୍ଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତିଗୋଟିଏ ପଟେ mkcg ପାଇଁ 244 ପୋଷ୍ଟ ବାହାରିବା ଅନ୍ୟପଟେ 230 କୋଭିଡ ଯୋଦ୍ଧା ବର୍ତ୍ତମାନ କାର୍ୟ୍ଯ କରୁଛନ୍ତି।କିନ୍ତୁ ଏମାନଙ୍କୁ ନିଯୁକ୍ତି ନ ଦିଆଯିବା କୁ ବିରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *