September 26, 2023

Times One Odia

Odia News Portal

ଜି ଉଦୟଗିରି(ଅରୁଣ କୁମାର ଷଡ଼ଙ୍ଗୀ): ଜି ଉଦୟଗିରି ନିକଟସ୍ଥ ନନ୍ଦଗିରି ଗ୍ରାମ ପାଖ ଏକ ପାହାଡରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ। ଯୁବକର ବେକରେ ଚଦର ବନ୍ଧା ହୋଇ ଏକ ଛୋଟ ଗଛରେ ବନ୍ଧା ହୋଇଛି। ଆଉ ଆଣ୍ଠୁଟି ମାଟିରେ ଲାଗିଅଛି। ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି ଯେ କେହି ମାରି ଏଠି ଟାଙ୍ଗି ଦେଇଅଛି। ପାଖରେ ଏକ ବ୍ୟାଗ ଅଛି। ଜି ଉଦୟଗିରି ପୋଲିସ ପଂହଁଚି ତନାଘନା ଆରମ୍ଭ କରିଛି।ଶବଟି ଦୁର୍ଘନ୍ଧ ହେଉଥିବାରୁ ଏହା ଚାରିରୁ ପାଞ୍ଚ ଦିନ ତଳର ହୋଇଥିବାର ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *