September 28, 2023

Times One Odia

Odia News Portal

ଭାର୍ଗବୀ ନଦୀରେ ଭାସୁଛି ଶବ

ବ୍ରହ୍ମଗିରି(ଚିତ୍ତ ରଞ୍ଜନ ମହାନ୍ତି): ପୁରୀଜିଲ୍ଲା ପୁରୀସଦର ଥାନା ନିକଟସ୍ଥ ବେଣ୍ଟପୁର ଗ୍ରାମ ପଞ୍ଚାୟତ ବିଲ ପାଞ୍ଚଗୋଛିଆ ଗ୍ରାମରେ ଦିନବଧୁଂ ମାଛୁଆ ଙ୍କର ପ୍ରଥମ ପତ୍ନୀ ଲତା ମାଛୁଆ ଙ୍କ ଭାର୍ଗବୀ ନଦୀ ରୁ ଅର୍ଧଲଗ୍ନ ଅବସ୍ଥାରେ ସବ ଉଧାର କରାଯାଇଛି କିନ୍ତୁ ଲତାଙ୍କ ବାପଘର ସାହାଣୀକେରା ଗ୍ରାମ ଗ୍ରାମ କୋଠାରୀ ପ୍ରଧାନ ଅଭିଯୋଗ କରିଛନ୍ତି ଲତା ଙ୍କୁ ତାଙ୍କ ସ୍ୱାମୀ ଦିନବଧୁଂ ମାଛୁଆ ହତ୍ୟା କରୀ ନଦୀରେ ଫିଙ୍ଗି ଦେଇଛନ୍ତି ତାଙ୍କ ଭାଉଜ ସଖି ପ୍ରଧାନ ଅଭିଯୋଗ କରିଛନ୍ତି ଲତା ଦିର୍ଘ ଦିନ ହେବ ଲତା ବାପ ଘରେ ରହୁ ଥିଲେ ଶାଶୁ ଙ୍କ ମୃତ୍ୟୁ ହୋଇଥିଲା ଦସାହ କାର୍ଯ୍ୟ ପାଇଁ ଶାଶୂଘର କୁ ଆସିଥିଲେ ଲତା ଙ୍କୁ ମାରୀ ନଦୀ ରେ ଫିଙ୍ଗୀଦେଇଛନ୍ତି ପୁରୀସଦର ଥାନା ସବକୁ ଜବତ୍ କରୀ ବେବଛେଦ ପାଇଁ ପଠାଜାଇଛି ରିପୋର୍ଟ ଆସିଲା ପରେ ଲତା ଙ୍କ ମୃତ୍ୟୁର ସତ୍ୟତା ପ୍ରକାଶ ପାଇବ.

Leave a Reply

Your email address will not be published. Required fields are marked *