ମହାମହି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
1 min read
କଳାହାଣ୍ଡି(ତୁଳମଣି ନାଗ): ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତହସିଲ,ଜୁନାଗଡ଼ ତହସିଲ, କଲମପୁର ତହସିଲ ସେହି ବିଭିନ୍ନ ତହସିଲ କୁ ନେଇ ଭବାନୀପାଟଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ମହାମହିଁ ରାଷ୍ଟ୍ରପତଙ୍କ ଉଦ୍ଧେଶ୍ୟରେ ତହସିଲଦାର ଙ୍କ ଜରିଆରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଦେଇଛନ୍ତି ଦାବିପତ୍ର।
ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ,ଅତ୍ୟାଚାର ବିରୋଧରେ ଦେଶ ବ୍ୟାପି ଚରଣ ବନ୍ଧ ଆନ୍ଦୋଳନ।
ପ୍ରଥମ ଚରଣ ୫ ନଭେମ୍ବର ୨୦୨୦ ରେ ୫୫୦ ଜିଲ୍ଲାରେ ଧାରଣା ପ୍ରଦର୍ଶନ ଏବଂ ଜ୍ଞାପନପତ୍ର ପ୍ରଦାନ କରିଥିଲେ।
ଦ୍ୱାତୀୟ ଚରଣରେ ଆଜି୧୮ ନଭେମ୍ବର ତହସିଲ ସ୍ତରରେ ଧାରଣା ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ କରିଛନ୍ତି।
୩-ତୃତୀୟ ଚରଣ ନଭେମ୍ବର ୨୮ /୨୦୨୦ ରେ ଜିଲ୍ଲା ସ୍ତରୀୟ ବିଶାଳ ରେଲ୍ଲୀ ପ୍ରଦର୍ଶନ କରି ଆନ୍ଦୋଳନ କରାଯିବ ବୋଲି ବକ୍ତା ମାନେ କହିଛନ୍ତି।