September 27, 2023

Times One Odia

Odia News Portal

ଯୁବୁଲିଟାଉନ ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ଵର ଶିବ ମନ୍ଦିର ରୁ ଗତକାଲି ମଧ୍ୟରାତ୍ରିରେ ଚୋରି ହୋଇଛି। 2ଟି ହୁଣ୍ଡି ବାକ୍ସ ଭାଗିଂ ପାଖାପାଖି 20000 ହଜାର ଟଙ୍କା ନଗଦ ଚୋରି ହୋଇଯାଇଥିବା ପୂଜକ ଅନୁମାନ କରୁଛନ୍ତି। ମନ୍ଦିର ପାଖରେ ଥୀବା ଏକ ନନ୍ଦ ଫାକ୍ଟ୍ରିରୁ ଶାବଳ ଆଣି ଶିବ ମନ୍ଦିର ଓ ପାର୍ବତୀ ମନ୍ଦିର ର ଫାଟକ ତାଡି ହୁଣ୍ଡି ବାକ୍ସ ଲୁଟ୍ ହୋଇଛି। ଟାଉନ ପୋଲିସ କୁ ମନ୍ଦିର କର୍ତୁପଖ୍ୟ ଅବଗତ କରିଛନ୍ତି, ପୋଲିସ ତଦନ୍ତ ପରେ ଘଟଣାର ପର୍ଦାଫାଶ ହୋଇପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *