ରକ୍ତଦାନ ଶିବିର ଆୟୋଜିତ

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): ନରସିଂହପୁର ବ୍ଲକ ସିଆରିଆ ବାପୁଜୀ ପାଠାଗାର ବାର୍ଷିକ ଉତ୍ସବ ଅବସରରେ ସିଆରିଆ ସାଂସ୍କୃତିକ ପରିଷଦ ଓ କଟକ ବ୍ଲଡ୍ ବ୍ୟାଙ୍କ୍ ଆନୁକୁଲ୍ୟରେ ରକ୍ତଦାନ ଶିବିର ରେ 85 ଇଉନିଟ ବ୍ଲଡ଼ ସଂଗ୍ରହ କରାଯାଇଥିଲା। ଏଥିରେ ସାମ୍ବାଦିକ ସାନ୍ତନୁ କୁମାର ଗାନ, ସମ୍ପାଦକ ବିଶ୍ଵ ରଞ୍ଜନ ସାହୁ ଓ ସମସ୍ତ ଗ୍ରାମବାସୀ ଓ ବ୍ଲକ ଚେୟାରମ୍ଯାନ କିଶୋର୍ ମିଶ୍ର, ବାଲିଝରୀ ସରପଞ୍ଚ ମନମୋହନ ନାୟକ, ସିଆରିଆ ସରପଞ୍ଚ ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।