September 26, 2023

Times One Odia

Odia News Portal

ଶୈବ ପୀଠ ବାବା ବାଲୁଙ୍କେଶ୍ବର

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): ନରସିଂହପୁର ବ୍ଲକ ଅନ୍ତର୍ଗତ ଯୋଡୁମ୍ ମର୍ଦମେଖ ସ୍ଥିତ ବାବା ବାଲୁଙ୍କେଶ୍ବର ପୀଠ ସମସ୍ତଙ୍କର ପ୍ରିୟ ଅଟେ। ପୂର୍ବରୁ ରାଜରାଜୁଡ଼ା ଅମୁଲରୁ ଏହି ପୀଠ ପୂଜିତ ହେଉଛନ୍ତି। ଯୋଡୁମ୍ ଗ୍ରାମ ମାଳି ସମ୍ପ୍ରଦାୟର ବ୍ୟକ୍ତିମାନେ ବର୍ଷ ବର୍ଷ ଧରି ପୂଜାଚାର୍ଚ୍ଚ କରିଆସୁଛନ୍ତି। ସୋମବାର ସଂକ୍ରାନ୍ତି, ଜାଗର, କାର୍ତ୍ତିକ ପୂର୍ଣ୍ଣିମା ଆଦି ଦିନରେ ଭକ୍ତଙ୍କ ବହୁତ୍ ଗହଳି ଲାଗେ। ଏହି ପୀଠର ଉନ୍ନତି ପାଇଁ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ଭକ୍ତମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *