ପୃଥକ ମୋଟର ସାଇକେଲ ଦୁର୍ଘଟଣା ୨ଗୁରୁତର, ୨ଆହତ
1 min read
ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡାବୁଗାଁ – କେଲିଆ ଆରଡି ରାସ୍ତାରେ ଜଗନ୍ନାଥଗୁଡା ନିକଟରେ ୨ଟି ମୋଟରସାଇକେଲ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ପୃଥକ ମୋଟର ସାଇକେଲ ଦୁର୍ଘଟଣା ୨ଗୁରୁତର, ୨ଆହତ |
ସେହିପରି ଡାବୁଗାଁ ଥାନା ଅଧୀନ ଡାବୁଗାଁ – କେଲିଆ ଆରଡି ରାସ୍ତାରେ ଜଗନ୍ନାଥଗୁଡା ନିକଟରେ ୨ଟି ମୋଟରସାଇକେଲ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହେବା ସହ ୨ ଜଣ ଆହତ ହୋଇଛନ୍ତି | ସୂଚନା ଯୋଗ୍ୟ :- ନବରଙ୍ଗପୁର ଜିଲା ଡାବୁଗାଁ – କେଲିଆ ମୁଖ୍ୟ ରାସ୍ତା ରେ ଶୁକ୍ରବାର ଅପରାହ୍ନ ୩ ଘ॰ ସମୟରେ ଡାବୁଗାଁ ପଟୁ ଚାଟିଗୁଡା ଗ୍ରାମର ସନାତନ ଗୌଡ (୨୭) ନମ୍ବର ବିହିନ ମୋଟର ସାଇକେଲ ଯୋଗେ ଡୁମୁଣିଗୁଡା ଗ୍ରାମ ଅଭିମୁଖେ ଯାଉଥିଲେ ସେହି ସମୟରେ ଡୁମୁଣିଗୁଡା ଗ୍ରାମର ଲମ୍ବୁ ହରିଜନ (୩୦) ଓ ଦେବେନ୍ଦ୍ର ହରିଜନ (୨୬) ଡାବୁଗାଁରୁ ନିଜ ଗ୍ରାମକୁ ଫେରୁଥିଲେ ଜଗନ୍ନାଥଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ୨ ଟି ମୋଟର ସାଇକେଲ ଦୁର୍ଘଟଣା ଘଟିଥିଲା |
ଖବର ପାଇ ଡାବୁଗାଁ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ସନାତନ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସେହିପରି ଆଜି ସନ୍ଧ୍ୟାରେ କୋଷାଗୁମୁଡା ବ୍ଲକ ଅଧୀନ ଲାଣ୍ଡୁଗୁଡା ଗ୍ରାମର କ୍ଷେମରାଜ ମାଝୀ (୩୨) ଆଟିଗାଁ ଆସୁଥିବା ବେଳେ ଡଙ୍ଗାବେଢା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡି ଗୁରୁତର ଆହତ ହୋଇଥିଲେ | ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ |
ଏଠାରେ ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ସହ ୨ ଜଣ ଆହତ ହୋଇଛନ୍ତି | ସୂଚନା ଯୋଗ୍ୟ :- ନବରଙ୍ଗପୁର ଜିଲା ଡାବୁଗାଁ – କେଲିଆ ମୁଖ୍ୟ ରାସ୍ତା ରେ ଶୁକ୍ରବାର ଅପରାହ୍ନ ୩ ଘ॰ ସମୟରେ ଡାବୁଗାଁ ପଟୁ ଚାଟିଗୁଡା ଗ୍ରାମର ସନାତନ ଗୌଡ (୨୭) ନମ୍ବର ବିହିନ ମୋଟର ସାଇକେଲ ଯୋଗେ ଡୁମୁଣିଗୁଡା ଗ୍ରାମ ଅଭିମୁଖେ ଯାଉଥିଲେ ସେହି ସମୟରେ ଡୁମୁଣିଗୁଡା ଗ୍ରାମର ଲମ୍ବୁ ହରିଜନ (୩୦) ଓ ଦେବେନ୍ଦ୍ର ହରିଜନ (୨୬) ଡାବୁଗାଁରୁ ନିଜ ଗ୍ରାମକୁ ଫେରୁଥିଲେ ଜଗନ୍ନାଥଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ୨ ଟି ମୋଟର ସାଇକେଲ ଦୁର୍ଘଟଣା ଘଟିଥିଲା | ଖବର ପାଇ ଡାବୁଗାଁ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ସନାତନ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |
ସେହିପରି ଆଜି ସନ୍ଧ୍ୟାରେ କୋଷାଗୁମୁଡା ବ୍ଲକ ଅଧୀନ ଲାଣ୍ଡୁଗୁଡା ଗ୍ରାମର କ୍ଷେମରାଜ ମାଝୀ (୩୨) ଆଟିଗାଁ ଆସୁଥିବା ବେଳେ ଡଙ୍ଗାବେଢା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡି ଗୁରୁତର ଆହତ ହୋଇଥିଲେ | ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଏଠାରେ ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା |