Home Breaking News ମା ବଳସ ଘରିଏନ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ମା ବଳସ ଘରିଏନ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତରାମ ଦଣ୍ଡସେନା:ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଜନଶକ୍ତି ହାଇସ୍କୁଲ ପଡିଆରେ ମା ବଳସ ଘରିଏନ ୟୁଥକ୍ଲବ ଆନୁକୂଲ୍ୟରେ ମା ବଳସ ଘରିଏନ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ପ୍ରଥମ ମ୍ୟାଚ ବାଞ୍ଜିବାହାଲ କୁ କୁଳିଗାଁ ଦଳ ପରାସ୍ତ କରି ବିଜୟୀ ହୋଇଥିବାବେଳେ ଦ୍ଵିତୀୟ ମ୍ୟାଚରେ କୀରେଝୋଲା କୁ ପରାସ୍ତ କରି ଡୋଡକି ବାହାଲ ଦଳ ବିଜୟୀ ହୋଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଅଵସର ପ୍ରାପ୍ତ ଶିକ୍ଷକ ମଝିଆ ମାଝୀ, ସମ୍ମାନିତ ଅତିଥିଭାବେ ରାଜେନ୍ଦ୍ର ସିଂ ନିନା, ଭୁବନେଶ୍ୱର ରାଉତ, ଅମୂଜ ଭୋଇ, ସାମ୍ବାଦିକ ଜଗତରାମ ଦଣ୍ଡସେନା ଯୋଗଦେଇ ଥିଲେ l କ୍ଲବର ସଦସ୍ୟ ମାନଙ୍କ ମଧ୍ୟରେ ଓଁକାର, ଗଜିନ, ହେମନ୍ତ, ତ୍ରିବିକ୍ରମ, ସତ୍ୟ, ପଦ୍ମନ ସହଯୋଗ କରୁଥିବା ବେଳେ ରିଙ୍କୁ ରାଉତ ଓ ଯୋଗୀନ ମାଝୀ ଖେଳ ପରିଚାଳନା କରୁଛନ୍ତି l ଫେବୃଆରୀ 7 ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବା ସ୍ଥିର ହୋଇଛି

related posts

Leave a Comment