Home Breaking News ବିନିକାରେ ଏନଫୋର୍ସମେଷ୍ଟ ସ୍କାର୍ଡ଼ର ଫକ୍ଷରୁ ଦୋକାନ ମାନଙ୍କରେ ଚଡ଼ାଉ

ବିନିକାରେ ଏନଫୋର୍ସମେଷ୍ଟ ସ୍କାର୍ଡ଼ର ଫକ୍ଷରୁ ଦୋକାନ ମାନଙ୍କରେ ଚଡ଼ାଉ

by Times One Odia
Share with
     
 
 
   

ବିନିକା -୩୧-୧ (ଅକ୍ଷୟ କୁମାର ପୂଜାହାରୀ : ଆଜି ଏନଫୋର୍ସମେଷ୍ଟ ସ୍କାର୍ଡ଼ର ପକ୍ଷରୁ ବିନିକା ପୌରାଞ୍ଚଲ ରେ ଦୋକନ ମାନଙ୍କରେ ତମାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର ଓ ବିକ୍ରୟ ନିଷେଧ ପାଇଁ ଏକ ଏନଫୋର୍ସମେଷ୍ଟ ସ୍କାର୍ଡ଼ର ଦୋନ ମାନଙ୍କରେ ଚଡ଼ାଉ କରାଯାଇଥିଲା ା ଚନାଉରେ ମୋଟ ୨୧ ଟି ଦୋକାନକୁ ଚଡ଼ାଉକରି ୧୪ ଯି ଦୋକାନରୁ ୧୪୫୦ ଟଙ୍କା ଜରୀମାନା ଆଦାୟ କରାଯାଇଥିବା ସ୍କାର୍ଡ଼ପକ୍ଷରୁ ସୁଚନା ଦିଆଯାଇଛି ା ଏଥିରେ ଖାଦ୍ୟ ନିରାପଭା ଅଦିକାରୀ ମିସ ସସ୍ମିତା ନାଏକ, ଡ଼୍ରଗସ ଇସପେକ୍ଟରଉମା ଶଙ୍କର ମେହେର, ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ରାଜିବ ପଧାନ ,ଅବକାରୀ ଏଏସଆଇ କେଶବ ଧରୁଆ, ପୋଲିସ ଏଏସଆ ଶୁଦେବ କିଶାନ ,ଗିତାଞ୍ଜଳୀ ମେହେର ପ୍ରମୁଖ ସାମିଲ ଥିଲେ ା

related posts

Leave a Comment