Home Breaking News କନ୍ଧମାଳରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୪୩

କନ୍ଧମାଳରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୪୩

by Times One Odia
Share with
     
 
 
   

ଫୁଲବାଣୀ-୩ ୧ /୧ (ସୁନୀଲପଟନାୟକ )
କନ୍ଧମାଳ ଜିଲ୍ଲାରେ କୋରାନା ସଂକ୍ରମଣଦିନ କୁ ଦିନ କମିବାରେ ଲାଗିଛି l ଆଜି ସୋମବାର ଜିଲ୍ଲାରେ ମୋଟ ୪୩ଜଣ
କରେ । ନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏଯାଏ ତୃତୀୟ ଲହରରେ ଦୁଇ ଙ୍କ ର ମୃତ୍ୟୁ ଘଟିଛି ।ନୂଆ୨ଜଣଂକୁ ମିଶାଇ ଜ଼ିଲ୍ଲାରେ କୋରାନା ଜନିତ ମୃତ୍ଯୁ ସଂଖ୍ୟା ୮ ୫ ରେ ପହଂଚିଛି l
ଆଜିର ୪୩କୋରାନା ସଂକ୍ରମିତ କୁ ମିଶାଇ ଜିଲ୍ଲାରେ ତୃତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ହଜ଼ାରେ ପାଖା ପାଖି ଛୁଇଁଲାଣି । କୋଭିଡ଼ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁପ୍ରତି ବ୍ଲକ ସଦରମହକୁମାରେ କୋଭିଡ଼ କେୟାର ସେଣ୍ଟର, ଓ ଜିଲା ସଦରମହକୁମାଠାରେ କୋଭିଡ଼ହସ୍ପିଟାଲଖୋଲାଯାଇଛି l
ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ କରୋ ନା ପଜିଟିଭ ଙ୍କ ସଂଖ୍ୟାଢେର ବଢୁଛି lସରକାରଙ୍କ କୋରାନା କଟକଣା ମାନୁ ନାହାଁନ୍ତି ସହର ଲୋକେ l
ସୋମବାର ଫୁଲ ବାଣୀ ସହରରେ ୫ ଜଣକରେ। ନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀବ୍ଲକରୁ ୩ , ବାଲିଗୁଡ଼ାବ୍ଲକ ୭ଜଣ ବାଲିଗୁଡ଼ । ସହର ୨ ଜଣ ,, ଜିଉଦୟଗିରି ୨,ଖଜୁରୀପଡ଼ା ୪ କୋଟଗଡ଼ ୭,ଫିରିଙ୍ଗିଆ ୬ ,ରାଇକିଆ ୩,ଟିକା ବାଲି ୩, ତୁମୁଡ଼ିବନ୍ଧ ୧ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।
ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତଙ୍କୁ ମାସ୍କପିନ୍ଧିବା ଲାଗି ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ରକ୍ଷାକରିବା , ସାନିଟାଇଜରରେହାତ ଧୋଇବା, କ।ମ ନଥିଲେ ବାହାରେ ନ ବୁଲିବାଲାଗି ପରାମର୍ଶ ଦିଆଯାଇ ଥିବା କଥା ପ୍ରଶାସନିକ ଅଧିକାରୀ ମାନେ କାହୁଛନ୍ତି l
ବିଶେଷ କରି ଜ଼ିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ ସଂକ୍ରମିତ ଙ୍କ ସଂଖ୍ୟା ଢେର ବଢୁଛି l ସହର ଲୋକେ କୋଭିଡ ଗାଇଡଲାଇନ ମାନୁନଥିବା ରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି l
ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାସହ ଅମାନିଆ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା କୁ ଦାବୀ ହେଉଛି l

related posts

Leave a Comment