Home Breaking News କନ୍ଧମାଳରେ ଆଜି ୫୨ ସଂକ୍ରମିତ

କନ୍ଧମାଳରେ ଆଜି ୫୨ ସଂକ୍ରମିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୩ 0/୧ (ସୁନୀଲପଟନାୟକ )
କନ୍ଧମାଳ ଜିଲ୍ଲାରେ କୋରାନା ସଂକ୍ରମଣ ଏବେଦିନ କୁ ଦିନ କମିବାରେ ଲାଗିଛି l ଆଜି ରବିବାର ଜିଲ୍ଲାରେ ମୋଟ ୫୨ ଜଣ
କରେ । ନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏଯାଏ ତୃତୀୟ ଲହରରେ ଦୁଇ ଙ୍କ ର ମୃତ୍ୟୁ ଘଟିଛି ।ନୂଆ୨ଜଣଂକୁ ମିଶାଇ ଜ଼ିଲ୍ଲାରେ କୋରାନା ଜନିତ ମୃତ୍ଯୁ ସଂଖ୍ୟା ୮ ୫ ରେ ପହଂଚିଛି l
ଆଜିର ୫୨ କୋରାନା ସଂକ୍ରମିତ କୁ ମିଶାଇ ଜିଲ୍ଲାରେ ତୃତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ୮୦୦ ପାଖା ପାଖି ଛୁଇଁଲାଣି । କୋଭିଡ଼ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁପ୍ରତି ବ୍ଲକ ସଦରମହକୁମାରେ କୋଭିଡ଼ କେୟାର ସେଣ୍ଟର, ଓ ଜିଲା ସଦରମହକୁମାଠାରେ କୋଭିଡ଼ହସ୍ପିଟାଲଖୋଲାଯାଇଛି l
ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ କରୋ ନା ପଜିଟିଭ ଙ୍କ ସଂଖ୍ୟାଢେର ବଢୁଛି lସରକାରଙ୍କ କୋରାନା କଟକଣା ମାନୁ ନାହାଁନ୍ତି ସହର ଲୋକେ l
ରବିବାର ଫୁଲ ବାଣୀ ସହରରେ ୧୦ଜଣକରେ। ନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀବ୍ଲକରେ ୫ଜଣ, ବାଲିଗୁଡ଼ା ବ୍ଲକ ୨ ବାଲିଗୁଡ଼ । ସହର ୩ଜଣ , ଚକାପାଦ ୫, ଦାରିଙ୍ଗବାଡି ୧୧,ଜିଉଦୟଗିରି ୪,କନୂଆଗାଁ ୨,ଖଜୁରୀପଡ଼ା ୩କୋଟଗଡ଼ ୫,ଫିରିଙ୍ଗିଆ ୩,ରାଇକିଆ ୨,ଟିକା ବାଲି ୧,ତୁମୁଡ଼ିବନ୍ଧ ୧ଜଣ , ଓ କନ୍ଧମାଳ ର ୭ ଜଣ ବାହାରେ ଦୁଇଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।
ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତଙ୍କୁ ମାସ୍କପିନ୍ଧିବା ଲାଗି ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ରକ୍ଷାକରିବା , ସାନିଟାଇଜରରେହାତ ଧୋଇବା, କ।ମ ନଥିଲେ ବାହାରେ ନ ବୁଲିବାଲାଗି ପରାମର୍ଶ ଦିଆଯାଇ ଥିବା କଥା ପ୍ରଶାସନିକ ଅଧିକାରୀ ମାନେ କାହୁଛନ୍ତି l
ବିଶେଷ କରି ଜ଼ିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ ସଂକ୍ରମିତ ଙ୍କ ସଂଖ୍ୟା ଢେର ବଢୁଛି l ସହର ଲୋକେ କୋଭିଡ ଗାଇଡଲାଇନ ମାନୁନଥିବା ରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି l
ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାସହ ଅମାନିଆ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା କୁ ଦାବୀ ହେଉଛି l

related posts

Leave a Comment