Home Breaking News କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ୮୬,ତୃତୀୟ ଲହର ମୃତ୍ଯୁ ସଂଖ୍ୟା ଦୁଇ

କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ୮୬,ତୃତୀୟ ଲହର ମୃତ୍ଯୁ ସଂଖ୍ୟା ଦୁଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କନ୍ଧମାଳ ଜିଲ୍ଲାରେ କୋରାନା ସଂକ୍ରମଣଦିନ କୁ ଦିନ ବଢ଼ିବାରେ ଲାଗିଛି l ଆଜି ଗୁରୁବାର ଜିଲ୍ଲାରେ ମୋଟ ୮୬ ଜଣ
କରେ । ନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏଯାଏ ତୃତୀୟ ଲହରରେ ଦୁଇ ଙ୍କ ର ମୃତ୍ୟୁ ଘଟିଛି ।ନୂଆ୨ଜଣଂକୁ ମିଶାଇ ଜ଼ିଲ୍ଲାରେ କୋରାନା ଜନିତ ମୃତ୍ଯୁ ସଂଖ୍ୟା ୮ ୫ ରେ ପହଂଚିଛି l
ଆଜିର ୮୬ କୋରାନା ସଂକ୍ରମିତ କୁ ମିଶାଇ ଜିଲ୍ଲାରେ ତୃତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ହଜ଼ାରେ ପାଖା ପାଖି ଛୁଇଁଲାଣି । କୋଭିଡ଼ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁପ୍ରତି ବ୍ଲକ ସଦରମହକୁମାରେ କୋଭିଡ଼ କେୟାର ସେଣ୍ଟର, ଓ ଜିଲା ସଦରମହକୁମାଠାରେ କୋଭିଡ଼ହସ୍ପିଟାଲଖୋଲାଯାଇଛି l
ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ କରୋ ନା ପଜିଟିଭ ଙ୍କ ସଂଖ୍ୟାଢେର ବଢୁଛି lସରକାରଙ୍କ କୋରାନା କଟକଣା ମାନୁ ନାହାଁନ୍ତି ସହର ଲୋକେ l
ଗୁରୁବାର ଫୁଲ ବାଣୀ ସହରରେ ୫ଜଣକରେ। ନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀବ୍ଲକରେଜ6ଣ , ବାଲିଗୁଡ଼ାରେ ୧୦ ବାଲିଗୁଡ଼ । ସହର ୩ଜଣ , ଚକାପାଦ ୫, ଦାରିଙ୍ଗବାଡି ୧୧,ଜିଉଦୟଗିରି ୫,କନୂଆଗାଁ ୨,ଖଜୁରୀପଡ଼ା ୩କୋଟଗଡ଼ ୫,ଫିରିଙ୍ଗିଆ ୪,ରାଇକିଆ ୧୩,ଟିକା ବାଲି ୧୦,ତୁମୁଡ଼ିବନ୍ଧ ୬ଜଣ , ନୟାଗଡ଼ ଜଣେ ଓ କନ୍ଧମାଳ ର ବାହାରେ ଦୁଇଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।
ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତଙ୍କୁ ମାସ୍କପିନ୍ଧିବା ଲାଗି ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ରକ୍ଷାକରିବା , ସାନିଟାଇଜରରେହାତ ଧୋଇବା, କ।ମ ନଥିଲେ ବାହାରେ ନ ବୁଲିବାଲାଗି ପରାମର୍ଶ ଦିଆଯାଇ ଥିବା କଥା ପ୍ରଶାସନିକ ଅଧିକାରୀ ମାନେ କାହୁଛନ୍ତି l
ବିଶେଷ କରି ଜ଼ିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ ସଂକ୍ରମିତ ଙ୍କ ସଂଖ୍ୟା ଢେର ବଢୁଛି l ସହର ଲୋକେ କୋଭିଡ ଗାଇଡଲାଇନ ମାନୁନଥିବା ରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି l
ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାସହ ଅମାନିଆ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା କୁ ଦାବୀ ହେଉଛି l

related posts

Leave a Comment