Home Breaking News ୩୫ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ କଲେ କେନ୍ଦ୍ର ସରକାର

୩୫ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ କଲେ କେନ୍ଦ୍ର ସରକାର

by Times One Odia
Share with
     
 
 
   

ଭାରତ ବିରୋଧୀ ଗତିବିଧି ପାଇଁ ୩୫ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ କଲେ କେନ୍ଦ୍ର ସରକାର। ଏଥିସହ ୨ଟି ଟୁଇଟର, ୨ଟି ଇନଷ୍ଟାଗ୍ରାମ, ୨ଟି ଓ୍ଵେବସାଇଟ୍ ଏବଂ ଗୋଟିଏ ଫେସବୁକ ଆକାଉଣ୍ଟ ମଧ୍ୟ ବ୍ୟାନ କରାଯାଇଛି। ଏହା ସବୁ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲେ। କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ ସୂଚନା ଦେଇଛନ୍ତି। ବ୍ୟାନ ହୋଇଥିବା ଏହି ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ  ପାକିସ୍ତାନରୁ ପରିଚାଳିତ ହେଉଥିଲା। ଏଥିରେ ଭାରତ ବିରୋଧୀ ଖବର ପ୍ରସାରଣ କରାଯାଉଥିଲା। ଗୁଇନ୍ଦା ତଥ୍ୟ ଆଧାରରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

related posts

Leave a Comment