Home Breaking News କାମ ସରିବାର ତିନି ବର୍ଷ ପରେ ବି Tata Hospital, BRAHMAPUR କାର୍ଯ୍ୟକ୍ଷମ ନ ହୋଇ ପାରିବା ଅତ୍ୟନ୍ତ ଦୁଃଖର ବିଷୟ

କାମ ସରିବାର ତିନି ବର୍ଷ ପରେ ବି Tata Hospital, BRAHMAPUR କାର୍ଯ୍ୟକ୍ଷମ ନ ହୋଇ ପାରିବା ଅତ୍ୟନ୍ତ ଦୁଃଖର ବିଷୟ

by Times One Odia
Share with
     
 
 
   

Tata Group କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ମନେ ପକାନ୍ତୁ ଗଞ୍ଜାମ ର ଜନତା ନିଜ 3000 ଏକର ଭିଟାମାଟି କୁ Tata factory ପାଇଁ ଦେଇ ଅନ୍ୟ ସ୍ଥାନକୁ ବିନା ପ୍ରତିବାଦ ରେ ସ୍ଥାନାନ୍ତର ହୋଇଗଲେ।
ଏହା ବଦଳରେ ଆମକୁ ମିଳିଲା କଣ??
ନା ସେହି ଜାଗା ରେ ବଡ଼ factory ତିଆରି ହେଲା ନା ଏହି ଅଞ୍ଚଳର ବିକାଶ ପାଇଁ ଗତ ୨୭ ବର୍ଷ ରେ Tata କର୍ତ୍ତୁପକ୍ଷ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଲେ।
ଯେଉଁ hospital ଖୋଲିଛନ୍ତି ତାକୁ ଜନ ସାଧାରଣଙ୍କ ପାଇଁ ନ ଖୋଲି ତାଲାବନ୍ଦ କରି ରଖିବାର କାରଣ କଣ, ଜନସାଧାରଣଙ୍କୁ Tata Groups କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର ସ୍ଵଷ୍ଟ କରିବେକି?

related posts

Leave a Comment