Share with
ଆଜି ମନୋନୟନ ପତ୍ର ଦାଖଲ ର ଶେଷ ଦିନରେ ବିଜେପିର 3 ନମ୍ବର ଯୋନ ରେ ପାୟଲ ଅଗ୍ରୱାଲ 4 ରେ ସନ୍ତୋସିନୀ ବରିହା 15 ରେ ଅହଲ୍ୟା ମେହେର 14 ରେ ଝୁନୁ ନାୟକ 16 ରେ ହୃସିକେସ ଭୁଏ 24ପାଇଁ ଜୟଧରୁଆ 26 ପାଇଁଅନିମା ଦାସ ସେହିପରି ବିଜେଡିର 15 ରେ କସ୍ତୁରୀସେଠ 4 ରେ ପ୍ରମିଳା ପାତର 16 ରେବାଲିକା ମାଝୀ 25 ରେ ସୁଜାତା ଛତ୍ରୀଆ କଂଗ୍ରେସର14 ରେ ହେମଳତା ଭୁଏ 16 ରେ ଚନ୍ଦ୍ରମଣି ବାଗ ଓ ବହୁଜନ ସମାଜ ପାଟିରୁ ମଧ୍ୟ ଯୋନ 26 ପାଇଁ ଦେବକୀ ତାଣ୍ଡି 3 ରେ ସୁଭଦ୍ରା ସୁନା ଓ15 ରେ ସୀମା ନାଗ ଓ 3 ପାଇଁ ସ୍ୱାଧୀନ ପ୍ରାଥୀ ଭାବେ ରୁକୁଣୀ ପଣ୍ଡା ସେମାନଙ୍କର ନାମାଙ୍କନ ପତ୍ର ପାଟଣାଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଡକ୍ଟର ବିଜୟା ନନ୍ଦ ସେଠୀଙ୍କ ନିକଟରେ ଦାଖଲ କରିଥିଲେ। ସମୁଦାୟ 30ଜଣ ପ୍ରାଥୀ ପତ୍ର ଦାଖଲ କରିଥିବା ଜଣାପଡିଛି।