Share with
ଫୁଲବାଣୀ-୨୧/୧(ସୁନୀଲପଟନାୟକ)
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ପାଇଁ ୨ ଜଣ ବରୀଷ୍ଠ ଅଧିକାରୀଙ୍କୁ ଅବଜରଭର ଭାବେ ନିଯୁକ୍ତି ଦିଆଯାଇଛି।
ସେମାନେ ହେଲେ ଦେବେ ନ କୁମାର ପ୍ରଧାନ, ଆଲୋକ ରଞ୍ଜନ ବେହେରା।
ଏହି ଦୁଇଜଣ ଅଧିକାରି ଜିଲ୍ଲାର ବିଭିନ୍ନ ସ୍ଥାନଗସ୍ତ କରି ନିର୍ବାଚନ ଅନୁଧ୍ୟାନ କରିବେ ।
ଜିଲାରେ ନିର୍ବାଚନ ଯେପରି ଅବାଧ .ସ୍ୱଛ, ନିରପେକ୍ଷ ହେବ ଆଉ ସରକାରଙ୍କ କୋଭିଡ଼ ଗାଇଡ୍ ଲାଇନ ଭଲଙ୍ଘନ ହେଉଛି କି ନାହିଁ ମଧ୍ୟ ଦେଖିବେ।
ପର୍ଯ୍ୟବେକ୍ଷକ ଦେବେନ କୁମାର ପ୍ରଧାନଙ୍କ ମୋବାଇଲ ନମ୍ବର୯୪୩୮୭୮୨୮୫୬, ଓ ଆଲୋକ ରଂଜନ ବେହେରାଙ୍କ ମୋବାଇଲ ନମ୍ବର ୮୨୮୦୦୪୩୫୧୨।
ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।