Home Breaking News କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି , ଆଜି ୯୧ ଚିହ୍ନଟ

କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି , ଆଜି ୯୧ ଚିହ୍ନଟ

by Times One Odia
Share with
     
 
 
   

ଫୁଲବାଣୀ-୨୧ /୧ (ସୁନୀଲପଟନାୟକ )
କନ୍ଧମାଳ ଜିଲ୍ଲାରେ କୋରାନା ସଂକ୍ରମଣଦିନ କୁ ଦିନ ବଢ଼ିବାରେ ଲାଗିଛି l ଆଜି ଶୁକ୍ରବାର ଜିଲ୍ଲାରେ ମୋଟ ୯୧ଜଣ କରେ । ନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଜିର ୯୧ କୁ ମିଶାଇ ଜିଲ୍ଲାରେ ତୃତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ପାଖାପାଖି ପାଞ୍ଚ ଶ ହ ଟପି ଲାଣି । କୋଭିଡ଼ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁପ୍ରତି ବ୍ଲକ ସଦରମହକୁମାରେ କୋଭିଡ଼ କେୟାର ସେଣ୍ଟର, ଓ ଜିଲା ସଦରମହକୁମାଠାରେ କୋଭିଡ଼ହସ୍ପିଟାଲ ଆରମ୍ଭ ହୋଇଛି ।
ଆଜି ଶୁକ୍ରବାର ଜ଼ିଲ୍ଲାର ୯୧ ଜଣ ଙ୍କ ମଧ୍ୟରୁ
ପ୍ରଶାସନ ପକ୍ଷବାଲିଗୁଡା ବ୍ଳକ ରୁ ୭ଓ ସହରରୁ ଜ6ଣ, ଚକାପାଦ ୧, ଦାରିଂବାଡ଼ି ୧ ୧, ଜି. ଉଦୟଗିରି ୬, k.ନୂଆଗାଁ ୩, ଖଜୁରୀପଡା ୩. କୋଟଗଡ ୧୦, ଫୁଲବାଣୀ ବ୍ଳକ ୬,ଓ ଫୁଲବାଣି ସହର ୨୮, ଟିକାବାଲି ୩,ରାଇକିଆ ୧ ଓ ତୁମୁଡିବନ୍ଧ ୭ ଚିହ୍ନଟ ହୋଇଛନ୍ତି l କନ୍ଧମାଳର ୪ଜଣ ବାହାରେ ଚିହ୍ନଟ ହୋଇଛନ୍ତି ।
ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତଙ୍କୁ ମାସ୍କପିନ୍ଧିବା ଲାଗି ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ରକ୍ଷାକରିବା , ସାନିଟାଇଜରରେହାତ ଧୋଇବା, କ।ମ ନଥିଲେ ବାହାରେ ନ ବୁଲିବାଲାଗି ପରାମର୍ଶ ଦିଆଯାଇଛି।
ବିଶେଷ କରି ଜ଼ିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ ସଂକ୍ରମିତ ଙ୍କ ସଂଖ୍ୟା ଢେର ବଢୁଛି l ସହର ଲୋକେ କୋଭିଡ ଗାଇଡଲାଇନ ମାନୁନଥିବା ରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି l
ପୋଲିସ, ସ୍ଵାସ୍ଥ୍ୟ ବିଭାଗ, ପ୍ରଶାସନ ପକ୍ଷରୁ ନିୟମିତ ଚେକିଙ୍ଗ ଚାଲିଛି । ରାତ୍ରିକାଳିନ କର୍ଫ୍ୟୁ କୁକଡ଼ାକଡ଼ି କରାଯାଇ ଛି । କେ ।ଭିଡ଼କଟକଣା ପାଇଁ ବାହାଘର,ବ୍ରତ, ଭୋଜିଭାତ ସଂସ୍କୃତିକ କାର୍ଯ୍ୟ, ମିଟିଙ୍ଗ ଆଦି ରେ ମଧ୍ୟ କଟକଣା କରାଯାଇଛି।
ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାକୁ ଦାବୀ ହେଉଛି l

related posts

Leave a Comment