Home Breaking News / ତାଜା ଖବର ଏଥର ପଞ୍ଚାୟତ ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ, ନିର୍ବାଚନକୁ ଅବାଧ ଓ ସ୍ବଚ୍ଛ କରିବାକୁ ଆଲୋଚନା

ଏଥର ପଞ୍ଚାୟତ ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ, ନିର୍ବାଚନକୁ ଅବାଧ ଓ ସ୍ବଚ୍ଛ କରିବାକୁ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନିର୍ବାଚନ କମିଶନଙ୍କ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡ଼ିଜି ସୁନୀଲ ବଂଶଲ । ଏଥର ପଞ୍ଚାୟତ ନିର୍ବାଚନ ଆମ ପାଇଁ ସମ୍ପୂର୍ଣ୍ଣ ଅନନ୍ୟ । ଆଇନଶୃଙ୍ଖଳା ସହିତ କୋଭିଡ୍ ପ୍ରୋଟକଲ ଅନୁପାଳନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି । କୋଭିଡ୍ ନିୟମ ସଠିକ ଭାବେ ଅନୁପାଳନ ହେଉଛି କି ତାହାର ତଦାରଖ କରିବା ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି କରାଯିବ । ପଞ୍ଚାୟତ ନିର୍ବାଚନ ସହିତ ବାହାର ୫ ରାଜ୍ୟର ନିର୍ବାଚନ ପାଇଁ ଓଡିଶା ପୋଲିସର ଯୋଗଦାନ ରହିଛି । ସବୁ ସ୍ଥିତିକୁ ଦେଖି ଏହି ପଞ୍ଚାୟତ ନିର୍ବାଚନରେ କେତେ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହେବେ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।  ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ଅଛୁ ବୋଲି ପୋଲିସ ଡିଜି କହିଛନ୍ତି ।

related posts

Leave a Comment