Home Breaking News / ତାଜା ଖବର କଂଗ୍ରେସ ଦଳ ତ୍ରୀସ୍ତରୀୟ ନିର୍ବାଚନ ରେ ଦଳିୟ ପ୍ରାର୍ଥି ନୟନ ବୈଠକ ଅନୁଷ୍ଟିତ

କଂଗ୍ରେସ ଦଳ ତ୍ରୀସ୍ତରୀୟ ନିର୍ବାଚନ ରେ ଦଳିୟ ପ୍ରାର୍ଥି ନୟନ ବୈଠକ ଅନୁଷ୍ଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା -୧୪-୧  ଆଜି ବିନିକା ବ୍ଳକ ଭଣ୍ଡାର ପଞ୍ଚାୟତ ମହୁଲପାଲି ବନସୁରକ୍ଷା ସମିତି ଗୃହ ଠାରେ ତ୍ରୀସ୍ତରୀୟ ନିର୍ବାଚନ ରେ ଦଳିୟ ପ୍ରାର୍ଥି ନୟନ ପାର୍ଇ ବିନିକା ବ୍ଳକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି ା ଏଥିରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଗୌରିଶ୍ୟାମ ପଣ୍ଡା ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇ ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ଚଳିତ ନିର୍ବାଚନରେ ସମସ୍ତ କର୍ମି ନେତା ଓ କର୍ମକର୍ତ୍ତା ମାନେ ଏକ ମନ ଏକଧ୍ୟାନରେ ଲାଗି ନତିଶ୍ଚିତ ଭାବରେ ବିପୁଳ ଭାବରେ ଜଳିୟ ପ୍ରାର୍ଥି ତଥା ୱାଡ଼ ମେମ୍ବରୁ ,ସରପଞ୍ଚ ଓ ସମିତି ସଭ୍ୟ ଦଳିୟ ସମର୍ଥକ ପ୍ରାର୍ଥି ମାନଙ୍କୁ ବିଜୟି କରାଇବାକୁ କର୍ମ କର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ ା ଜିଲ୍ଳାରେ ଯା‌ହାହେବ ସମସ୍ତଙ୍କ ଜାଣତରେ ହେବ ଓ ଦଳରେ ଅନେକ ଆଶାଇ ଅଛନ୍ତି ସେଥିମଧ୍ୟରୁ ଜଣଙ୍କୁ ଯୋଗ୍ୟାତା ଭିତ୍ତିରେ ଜିଲ୍ଳା କମିଟି ମଧ୍ୟମରେ ମନୋନିତ କରାଯିବ ସେଥିରେ କେହି ଅଶାନ୍ତି ‌ନ ହେବାକୁ ବିନମ୍ର ନିବେଦନ କରିଥିଲେ ା କେବଳ ଜିଲ୍ଳାପରିସଦ ପ୍ରାର୍ଥି ପାଇଁ ଜିଲ୍ଳା କମିଟି ଦ୍ବାରା ମନୋନିତ ନାମ ଗୁଡ଼ିକ ପ୍ରଦେଶ କଂଗ୍ରେସ କମିଟୀ କୁ ପଠାହେବ ବୋଲି କହିଥିଲେ ା ଏଥିରେ ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ପ୍ରଦିପ ସେଠୀ , କିଷାନ ସେଲ ସଭାପତି ନରେନ୍ଦ୍ର ପଣ୍ଡା, ରାଜ୍ୟ କିଶାନ ସେଲ ସମ୍ପାଦକ ସପ୍ନେଶ୍ବର ପୃଷ୍ଟି , ଜିଲ୍ଳା ସୋସିଆଲ ମିଡ଼ିଆ ସଂଯୋଜକ ସୁମନ୍ତ ସାହୁ, ବ୍ଳକ ଯୁବ କଂଗ୍ରେସ ସଭାପତି ବିଜୟ ଭୋଇ , ମହେନ୍ଦ୍ର ଥନାପତି , ହଜାରୁ ସାହୁ, ହରିହର ଛନ୍ଦ, କୁଶ ଭୁଏ ,ଶିବ ଖମାରୀ ,ରାଜେନ୍ଦ୍ର ସେଠୀ ସମେତ

related posts

Leave a Comment