Home Breaking News / ତାଜା ଖବର ପରିସ୍ଥିତି ହେବ ଚିନ୍ତାଜନକ, ଦୈନିକ ଆସିବ ୩୦ ହଜାର କେସ୍‌

ପରିସ୍ଥିତି ହେବ ଚିନ୍ତାଜନକ, ଦୈନିକ ଆସିବ ୩୦ ହଜାର କେସ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର ୧୩।୦୧: ଆଗାମୀ ୩ ରୁ ୪ ସପ୍ତାହ ମଧ୍ୟରେ ଭୟଙ୍କର ଅବସ୍ଥା ସୃଷ୍ଟି କରିବ ଓମିକ୍ରନ । ଓଡ଼ିଶାରେ ୨ ସପ୍ତାହ ମଧ୍ୟରେ ପରିସ୍ଥିତି ଚିନ୍ତାଜନକ ହେବ । ପ୍ରତେକ ଦିନ ପାଖାପାଖି ୩୦ ହଜାର ପଜିଟିଭ କେସ ରାଜ୍ୟରେ ଆସିବ ବୋଲି କହିଛନ୍ତି ସମ ହସ୍ପିଟାଲର ଡିନ ତଥା ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମିକ୍ରନ ଡେଲ୍‌ଟା ଭାରିଆଣ୍ଟ ଠାରୁ ୫ ଗୁଣା ବିପଦ୍‌ଜନକ । ପ୍ରତେକ ଶହେ ଜଣଙ୍କରେ ୨ ଜଣଙ୍କର ମୃତ୍ୟୁ ହୋଇପାରେ । ଅନ୍ୟ ମାନେ ସଭିଏଁ ବୁଷ୍ଟର ଡୋଜ ନେବା ଆବଶ୍ୟକ । କାରଣ ଆମେ ନେଇଥିବା ଭ୍ୟାକ୍‌ସିନ୍‌ ୪ ରୁ ୬ ମାସ ମଧ୍ୟରେ ଅକାମି ହୋଇଯିବ । ଏହାର ପ୍ରଭାବ ରହିବ ନାହିଁ ।  କିନ୍ତୁ ଖୁବଶୀଘ୍ର ସୁସ୍ଥତା ଫେରିବ ବୋଲି କହିଛନ୍ତି ।

related posts

Leave a Comment