Home Breaking News / ତାଜା ଖବର ରାୟଗଡା ଜିଲ୍ଲାରେ ବଢି ଚାଲିଛି ଓମୀକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡା ଜିଲ୍ଲାରେ ବଢି ଚାଲିଛି ଓମୀକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣପୁର: (ରବି କିରଣ ପଣ୍ଡା), ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଓମୀକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହି ତୁଳନାରେ ରାୟଗଡା ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଗୁଣୁପୁର ପୁଲିସ ତରଫରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ । ଆଜି ପୁଲିସ, ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ସହରର ଗଳିକନ୍ଦିରେ ବୁଲିବୁଲି ଲୋକଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ରଖିବା, ଅଯଥା ଭିଡ଼ ନ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ଦୋକାନୀ ମାନେ ଗ୍ରାହକଙ୍କୁ ଅଯଥା ଭିଡ଼ ପରିଲକ୍ଷିତ ନ କରିବାକୁ ପରାମର୍ଶ ଦିଆଯାଇଥିଲା

related posts

Leave a Comment