Home Breaking News / ତାଜା ଖବର ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଗୁଟଖା ଜବତ: ମାଲିକ ଗିରଫ,ଡ୍ରାଇଭର ଫେରାର

ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଗୁଟଖା ଜବତ: ମାଲିକ ଗିରଫ,ଡ୍ରାଇଭର ଫେରାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣପୁର:(ରବି କିରଣ ପଣ୍ଡା) (ରାୟଗଡା ଜିଲ ଗୁଣପୁର ପୋଲିସ ବେଆଇନ ଘୁଟୁଖା କାରବାର ମାମଲାରେ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଗଜପତି ଜିଲା କାଶୀନଗର ନିକଟ ଆନ୍ଧ୍ରର ହାତୃଭାଙ୍ଗି ଗ୍ରାମର ଏସଂସୁଧାକର ରାଓ । ତାଙ୍କ ନିକଟରୁ ୨ ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ଗୁଟୁଖା ଜବତ କରାଯାଇଛି । ଘଟଣା ନେଇ ଏସଡିପିଓ ଅଜୟ କୁମାର ବାରିକଙ୍କ କହିବା ହେଲା ଗତ କାଲି ଗୁଣପୁର ପୋଲିସ ପେଟ୍ରୋଲିଂ କରୁଥିବାବେଳେ ମହିନ୍ଦ୍ରା ପିକଅପ ଭ୍ୟାନରେ ଗୁଟୁଖା ଆସୁଥିବା ଜାଣିବାକୁ ପାଇଥିଲେ । ଖଲିଂ ଗ୍ରାମ ନିକଟରେ ଗାଡିକୁ ଅଟକାଇ ତନଖି କରାଯାଇଥିଲା । ବେଆଇନ ଭାବେ ଗୁଟୁଖା ଚାଲାଣ ହେଉଥିବାରୁ ହୋଇଯାଇଥିଲେ । ଗାଡିରେ ବସିଥିବା ଗୁଟୁଖା ବେପାରି ସୁଧାକର ଶିଳ୍ପଫ ହୋଇଥିଲେ । ସେହି ଗାଡିରୁ

ଗାଡିକୁ ଜବତ କରି ଥାନାକୁ ଅଣାଯାଇଥିଲା ଏହି ସମୟରେ ଗାଡିର ଡ୍ରାଇଭର ଫେରାର

୮୧ ବସ୍ତା ଗୁଟୁଖା ଜବତ ହୋଇଥିବା ଏସଡିପିଓ ଖବରଦାତା ସମ୍ମିଳନିରେ ସୂଚନା ଦେଇଥିଲେ । ଅନ୍ୟ

ମାନଙ୍କ ମଧ୍ୟରେ ଆଇଆଇସି ଯଶବନ୍ତ ହିଆଲ ଏବଂ ଆଶ୍ରିତା ଛଳକ ଉପସ୍ଥିତ ରହିଥିଲେ ।

related posts

Leave a Comment