Home Breaking News / ତାଜା ଖବର ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଲା: କନ୍ଧମାଳ ଜିଲ୍ଲାରେ ୫ଟି ପ୍ରର୍ଯ୍ୟାୟରେ ଭୋଟ ଗ୍ରହଣ, ପ୍ରଥମ ପର୍ଯ୍ୟାୟରେ ବାଲିଗୁଡ଼ା ଓ କନୁଆଗାଁ

ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଲା: କନ୍ଧମାଳ ଜିଲ୍ଲାରେ ୫ଟି ପ୍ରର୍ଯ୍ୟାୟରେ ଭୋଟ ଗ୍ରହଣ, ପ୍ରଥମ ପର୍ଯ୍ୟାୟରେ ବାଲିଗୁଡ଼ା ଓ କନୁଆଗାଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୨/୧(ସୁନୀଲପଟନାୟକ)
ଆଶା ଓ ଆଶଙ୍କାର ଅନ୍ତ ଘଟି ଶେଷରେ ପଞ୍ଚାୟତ ନିର୍ବାଚନବିଗୁଲ ବାଜିଲ।। ପ୍ରଥମ ପ୍ରର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ୩ଟି ଜିଲ୍ଲାପରିଷଦ ଯୋନଲାଗିନିର୍ବାଚନ ହେବ। ବାଲିଗୁଡ଼ା ବ୍ଳକରେ ୧୪ଟି ପଞ୍ଚାୟତର ୧୮୩ ଓ କ.ନୂଆଗାଁ ବ୍ଲକର ୧୭୭ ୱ।ର୍ଡ ରହିଛି । ବାଲିଗୁଡ଼ା ବ୍ଳକର ୩୫ହଜାର ୧୩୬ ଓ କନୂଆଗାଁ ବ୍ଳକର ୪୪୬୦୮ ଭୋଟର ଭୋଟ ଦେବେ।

ମା ଓ ଅଧୁଷିତ ଦୁର୍ଗମ ବ୍ଲକ ଭାବରେ ପରିଚିତ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଳକରେ ୨ଟି ଜିଲା ପରିଷଦ ଯୋନଲାଗି ଦ୍ୱିତୀୟ ପ୍ରର୍ଯ୍ୟାୟ ଫେବୃୟାରୀ ୧୮ରେ ଭୋଟ ଗ୍ରହଣ ହେବ ।
କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତର ୧୮୨ ୱ ୲ର୍ଡ ଥିବାବେଳେ, ତୁମୁଡିବନ୍ଧ ବ୍ଲକ ର ୧୧ଟି ପଞ୍ଚାୟତର ୧୩୯ ୱ।ର୍ଡ ରହିଛି । ସେହିପରି କୋଟଗଡ଼ ବ୍ଳକରେ ୩୨ ହଜାର ୨୪ ଓ ତୁମୁଡିବନ୍ଧ ବ୍ଲକ ରେ ୩୦ ହଜାର ୯୭୧ ଭୋଟର ଭୋଟ ଦେବେ।
ତୃତୀୟ ପ୍ରର୍ଯ୍ୟାୟ6 ଫବୃୟାରୀ ୨୦ରେ ଫୁଲବାଣୀ,ଫିରିଙ୍ଗିଆ ଓ ଖଜୁରୀପଡ଼ା ୩ଟି ବ୍ଳକରେ ୫ଟି ଜିଲା ପରିଷଦ ଯୋନଲାଗି ନିର୍ବାଚନ ହେବ।
ଫୁଲବାଣୀ ବ୍ଳକରେ ୧୧ଟି ପଞ୍ଚାୟତ ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୨୪ ଓଖଜୁରୀପଡ଼ା ବ୍ଳକରେ ୧୪ଟି ପଞ୍ଚାୟତ ରହିଛି । ଫୁଲ ବାଣୀ ବ୍ଳକରେ ୨୯ ହଜାର ୧୮୩ ଭୋଟର ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୫୮ ହଜାର୯୬୫, ଓ ଖଜୁରୀପଡ଼ା ବ୍ଲକରେ ୩୮ହଜାର ୪୫୩ଜଣ ଭୋଟର ଅଛନ୍ତି ସେହିପରି ଚତୁର୍ଥ ପର୍ଯ୍ୟାୟ 6ଫବୃୟାରୀ ୨୨ରେ ଜି ଉଦୟଗିରି, ଚକାପାଦ ଓ ଟିକାବାଲି ବ୍ଳକର ୪ଟି ଜିଲ୍ଲାପରିଷଦ ଯୋନଅନୁଷ୍ଠିତ ହେବ ।
ଜି.ଉଦୟଗିରିର ୮ଟି ପଞ୍ଚାୟତର ୧୧୨ ୱ ୲ର୍ଡର ୨୮ ହଜାର ୯୧୦ଭୋଟର .ଚକାପାଦ ବ୍ଳକ ୧୨ ପଞ୍ଚାୟତର ୧୯୯ ୱ ୲ର୍ଡ ର ୩୬ ହଜାର ୮୩୬ ଭୋଟର, ଟିକାବାଲି ବ୍ଲକର ୧୧ ପଞ୍ଚାୟତ ୧୭୫ୱ।ର୍ଡ଼ ୩୬ ହଜାର ୫୦୯ ଭୋଟର ଭୋଟ ଦେବେ।
ସେହିପରି ୫ ମ ପର୍ଯ୍ୟ।ୟରେଫେବୃ ୟା ରି ଚବିଶ ରେ ଦାରିଙ୍ଗବାଡିଓରାଇକିଆ ବ୍ଳକରେ ୪ଟି ଜିଲ୍ଲାପରିଷଦ ଜୋନରେ ନିର୍ବାଚନ ହେବ।
ଦାରିଙ୍ଗବାଡି ବ୍ଳକର ୨୫ପଞ୍ଚାୟତର ୩୪୭
ୱ ।ର୍ଡର ୮ହଜାର ୫୧୭ରାଇକିଆ ବ୍ଳକର ୧୨ପଞ୍ଚାୟତର ୧୭୩ୱ ୲ର୍ତର୩୯ହଜାର ୯୦୫ ଭୋଟର ଭୋଟ ଦେବେ।

related posts

Leave a Comment