Home Breaking News / ତାଜା ଖବର ବିନିକା ତହସିଲଦାର: ୭୩ ପାକେଟ ଧାନ ଓ ଗାଡ଼ି ଜବତ କରି ମିଲରେ ଜିମା‌ଦେଲେ

ବିନିକା ତହସିଲଦାର: ୭୩ ପାକେଟ ଧାନ ଓ ଗାଡ଼ି ଜବତ କରି ମିଲରେ ଜିମା‌ଦେଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକ-୧୨-୧ ଅକ୍ଷୟ କୁମାର ପୂଜାହାରୀ-
ଆଜି ବିନିକା ତହସିଳଦାର ମୁକ୍ତେଶ୍ବର ପାଣିଗ୍ରାହି ଏବଂ ବିନିକା ବ୍ଳକ ଯୋଗାଣ ନିରୀକ୍ଷକ ରାଜ କି‌ଶୋର ସ୍ବାଇଁ, ବିନିକା ନଏସି ଯୋଗାଣ ନିରିକ୍ଷକ ପିଙ୍କୁ ଭୋଇ ଉଭୟ‌େ ବିଭିନ୍ନ ମଣ୍ଡି ତଦାରଖ କରିବାସହ ଚାଷୀ ମାନଙ୍କ ସମାସ୍ୟା ଉପରେ ଆଳୋଚନା କରିବାକୁ ଯାଉଥିଳା ସମୟରେ ବିନିକା -ଡ଼ୁଙ୍ଗୁରିପାଲି ରାସ୍ତା ବିନିକା ବ୍ଳକ ଅଧିନସ୍ତ ବିଶାଳପାଲି ଛକରେ ଏକ ଧାନ ବେଝେଇ ପିକପ ଗାଡ଼ି ଦେଖିଥିଲେ ା ଗାଡ଼ିକୁ ସଂନ୍ଦେହ କରି ଅଟକାଇ ତଦାରଖ କରିଥିଲେ ା ସେଥିରେ ଗାଡ଼ିରେ ଧାନ ଥିବା ଜାଣି ଡ଼୍ରାଇଭର ଗଜପତି ସେଟ କୁ କାଗଜାତ ମାଗିମାସହ କାହାର ଧାନ ବୋଲି ପଚାରିଥିଲେ ା ଗାଡ଼ି ଡ଼୍ରାଇଭର ଉଲୁଣ୍ଡା ବ୍ଳକ ଦେଖିନିପାଲି ଗ୍ରାମରୁ ଧାନ ଆଣିଥିବା ପ୍ରକାଶ କରିଥିବା ଜଣାପଡ଼ିଛି ା ଧାନ ର କୈଣସି ଦାବିଦାର ନ ବାହରିବାରୁ ଗାଡ଼ିସହ ଧାନକୁ ଜବତକରି ବିନିକା ଉମାବିଷ୍ଷୁ ରାଇସ ମିଲକୁ ନେଇଥିଲେ ା ସେଠାରେ ୭୩ ପାକେଟ ଧାନ ସହ ଓଡ଼ି ୧୫-ଏନ ୦୨୧୩ ପିକପ ଗାଡ଼ିକୁ ଜିମାନନତ ଦେଇଥିବା ବିନିକା ତହସିଲଦାର ଶ୍ରୀ ପାଣିଗ୍ରାହି ପ୍ରକାଶ କରିଛନ୍ତି ା

related posts

Leave a Comment