Home Breaking News / ତାଜା ଖବର ବିଶ୍ବନାଥ ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ବୃଦ୍ଧ, ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

ବିଶ୍ବନାଥ ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ବୃଦ୍ଧ, ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣୁପୁର, ରାମନାଗୁଡା: (ରବି କିରଣ ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରୀ ପଂଚାୟତ ସ୍ଥିତ ସ୍ଥାନୀୟ ବିଶ୍ବନାଥ ପଟ୍ଟନାୟକ ସ୍ମୃତି ସଂସଦ ଏବଂ କୁଜେନ୍ଦ୍ରୀ ସ୍ଥିତ ସଂଗ୍ରାମୀ ବାଇରୁ ଗୋମାଙ୍ଗ କନ୍ୟାଶ୍ରମ ଆନୁକୂଲ୍ୟରେ ବୃଦ୍ଧି ଓ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥୁ ରୂପେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍‌ ଭାବେ ବରିଷ୍ଠ ନାଗରିକ ତଥା ସମାଜସେବୀ ଗୋଲକ ନାଥ ବେହେରା,ପୂର୍ବତନ ସରପଂଚ ରମେଶ ଶବର,ପ୍ରମୁଖ ଯୋଗ ଦେଇଥିଲେ, ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବୃଦ୍ଧ, ବୃଦ୍ଧା ଖାଇବା ନିମନ୍ତେ ଅନ୍ନ ପ୍ରସାଦ ରବ୍ୟବସ୍ଥା କରାଯାଇଥିଲା, ଏହି ବସ୍ତୁ ବଣ୍ଟନ କାର୍ଯ୍ୟକ୍ରମ କୁ ବିଚିତ୍ରା ନନ୍ଦ ନାୟକ, ସଂଜୀବ,ଦେବରାଜ ଶବର, ଦିଲିପ ଶବର,ପ୍ରସାଦ ଶବର, ରତ୍ନାକର ଗମାଙ୍ଗ, ଲକ୍ଷ୍ମୀମାଣ୍ଡାଙ୍ଗି, ପ୍ରସାଦ କାଡ୍ରାକା, ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

related posts

Leave a Comment