Home Breaking News / ତାଜା ଖବର ବିଜେପି ଜ଼ିଲ୍ଲା ସଭାପତିଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ବିଜେପି ଜ଼ିଲ୍ଲା ସଭାପତିଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -11/1(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ବି ଜେପି ସଭାପତି ଜଗନାଥ ସାହୁ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ବିଶେ
ଶ୍ୱର ଟୁଡୁ ଙ୍କୁ ତୁମୁଡିବନ୍ଧ ଠାରେ ସୌଜନ୍ୟ ମୂଳକ ସାକ୍ଷାତ କରି ଜ଼ିଲ୍ଲାର ବିଭିନ ସମସ୍ୟା ସମ୍ପର୍କରେ ଅବଗତ କରିବାସହ ସମାଧାନ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ସୋମବାରହେଲିକପ୍ଟର ଯୋଗେ କନ୍ଧମାଳ ଜ଼ିଲ୍ଲା ତୁମୁଡ଼ିବନ୍ଧ ଠାରେପହଂଚି ଟୁଟୁ ଲ ମା ଠାରେ ଏକଲବ୍ୟ ହାଇସ୍କୁଲ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ କୁଟିଆକନ୍ଧ ଆଦିବାସୀ ଙ୍କ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ କ୍ରମ ମାନ କିପରିଚାଲିଛି ପ୍ରକୃତରେ ଆଦିବାସୀ ମାନଙ୍କ ଉନତି ହେଉଛି କି ନାହିଁ ସେ ନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ l
ସେହିପରି ସ୍ୱାମୀଜୀ ଲକ୍ଷଣା ନନ୍ଦ ସରସ୍ବତୀ ଙ୍କ ଜଲେଶପଟ୍ଟା ଆଶ୍ରମ କୁ ଯାଇ ଆଲୋଚନା କରିଥିଲେ l
ଅନ୍ୟମାନଙ୍କ ସମେତ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଜ଼ିଲ୍ଲାସଭାପତି ଜଗନାଥ ସାହୁ, ଉପସଭାପତି ରମେଶ ମହାନ୍ତି,ବିଜେପି ନାରୀ ନେତ୍ରୀ ଅର୍ଚନା ପ୍ରଧାନ, ବିଜେପି ନେତା ଲିଙ୍ଗ ରାଜ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ l

related posts

Leave a Comment