Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ୧୮ ଜଣ, କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ ଜିଲ୍ଲାରେ ୧୮ ଜଣ, କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ- ୧ ୧ /୧ (ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ପୂଣି ବୃଦ୍ଧି ପାଉଥିବା ଫଳରେ ପ୍ରଶାସନ ର ଚିନ୍ତା ବଢ଼ିବାରେ ଲାଗିଛି l
ମଙ୍ଗଳବାର କୋରାନା ପଜିଟିଭ ସଂଖ୍ୟା ୧୮ ରେ ପହଂଚିଛି l ବର୍ତମାନ ସୁଦ୍ଧା ଗତ ଚାରିଦିନରେ କୋରାନା ଆକ୍ରାନ୍ତ ଙ୍କ ସଂଖ୍ୟା ୫0
ପାଖାପାଖି ଛୁଇଁଲାଣି l
ମଙ୍ଗଳବାର ଜ଼ିଲ୍ଲାର ୧୮ ପଜିଟିଭ ଙ୍କ ମଧ୍ୟରୁ ଫୁଲବାଣୀ ସହରରୁ ଚାରି ଜଣ ଚିହ୍ନଟ ହୋଇଥିବାବେଳେ କୋଟଗଡ ଋ ଚାରୀ ଜଣ, ଚକାପାଦ ଦୁଇ ଜଣ, ଜି. ଉଦୟ ଗିରି,ରାଇକିଆ, ଟିକାବାଲି ଓ ଦାରିଙ୍ଗ ବାଡି ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ର ରୁ ଜଣା ପଡ଼ିଛି l ସେହିପରିକନ୍ଧମାଳ ର ବାହାରେ ତିନିଜଣ ଚିହ୍ନଟ ହୋଇଛନ୍ତି l
ପ୍ରଶାସନ ପକ୍ଷରୁ ସଦର ମହକୁମା ରେ କୋଭିଡ ହସ୍ପିଟାଲ କୁ ପୂଣି ଥରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି l ବ୍ଲକ ସ୍ତରରେ ଟି ଏମ ସି ସେଣ୍ଟର ମଧ୍ୟ ଖୋଲିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛିl
ସେହିପରି ପ୍ରଶାସନ ଓ ପୋଲିସ ସ୍ତରରେ ବି କୋରାନା ସଚେତନତା କରାଯାଉଛି lମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ନାଇଟ କର୍ଫୁ କୁ ମଧ୍ୟ କଡ଼ାକଡ଼ି କରାଯାଉଛି l ହାତକୁ ସାନିଟାଈଜ଼ କରିବା ଉପରେ ବି ଗୁରୁତ୍ୱ ଦିଆଯାଉଛି l

ତେବେ,ଶୁକ୍ରବାର ଫୁଲବାଣୀ ସମେତକନ୍ଧମାଳ ଜିଲ୍ଲାରେ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରିକନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୪୫୮ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୩୦୨ଜଣ ସୁସ୍ଥ ହୋଇଥିବାବେଳେ ୭୪ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment