Home Breaking News / ତାଜା ଖବର ମହାବିରୋଡ଼ ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ

ମହାବିରୋଡ଼ ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ ।ନୂତନ ଫାଣ୍ଡି ଅଧିକାରୀ ଭାବରେ ପ୍ରଦୀପ ରଞ୍ଜନ ପାତ୍ରଙ୍କ ଯୋଗଦାନ ।ଏହା ପୂର୍ବରୁ ସେ ଢେ଼ଙ୍କାନାଳ ସଦର ଥାନାରେ କାର୍ଯ୍ୟରତ ଥିଲେ ।ସେଠାରେ ଥିବାବେଳେ ଆଠଗଡ ଷ୍ଟେଟ ବ୍ୟାଙ୍କ କ୍ୟାସଭ୍ୟାନ ସହ ୧କୋଟି ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟି ଫେରାର ଦୁର୍ବୁତ୍ତଙ୍କୁ ଧରିବାରେ ସେ ସାମିଲ ହୋଇଥିଲେ ଯାହାକୁ ନେଇ ପୋଲିସ ଡିଜି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଲୋକଙ୍କୁ ନ୍ୟାୟ ଦିଆଯିବ ଓ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।ଏଠାରେ ଥିବା ଫାଣ୍ଡି ଅଧିକାରୀ ଦୁର୍ଯ୍ୟୋଧନ ପାଢ଼ୀଙ୍କର କାମାକ୍ଷାନଗର ଏସ୍ଡିପିଓଙ୍କ କାର୍ଯ୍ୟାଳୟ କୁ ବଦଳି ହୋଇଛି ।

related posts

Leave a Comment